ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ଯକ୍ଷ, ଗଜପତି ମହାରାଜାଙ୍କ ଦ୍ବାରା ଆଜି ତା.୦୬.୦୯.୨୦୨୫ରିଖ ସନ୍ଧ୍ଯା ୦୬.୩୦ ମିନିଟ୍ ସମୟରେ ଭୁବନେଶ୍ବର ରାଜ୍ୟ ଅତିଥି ଭବନ ଆନେକ୍ସ (State Guest House Annexe) ଠାରେ ଇସ୍କନ ସଂସ୍ଥା ଦ୍ବାରା ଅଦିନିଆ ରଥ ଓ ସ୍ନାନ ଯାତ୍ରା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ସଦୟ ଯୋଗଦାନ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିନମ୍ର ଅନୁରୋଧ l
ଇସ୍କନ ସଂସ୍ଥା ଦ୍ବାରା ଅଦିନିଆ ରଥ ଓ ସ୍ନାନ ଯାତ୍ରା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ
