କଣ୍ଟାମାଳ ଅଞ୍ଚଳ ରେ କାଳ ବୈଶାଖୀ ବର୍ଷାଯୋଗୁଁ ତାତି ଓ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଲା

କଣ୍ଟାମାଳ ଅଞ୍ଚଳ ରେ କାଳ ବୈଶାଖୀ ବର୍ଷାଯୋଗୁଁ ତାତି ଓ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଲା l କିନ୍ତୁ ଏହା ଲୋକଙ୍କ ଧନଜୀବନ ନଷ୍ଟ କଲା।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅଞ୍ଚଳରେ କାଳ ବୈଶାଖୀ ପବନ ସାଙ୍ଗକୁ ବିଜୁଳୀ ଘଡ଼ ଘଡି ସହ ପ୍ରବଳ ବର୍ଷା ହୋଇଛି l ଲୋକେ ଗରମରୁ ଟିକେ ଆଶ୍ୱସ୍ତି ପାଇଥିବା ବେଳେ ପବନ ସହ ବର୍ଷା ଯୋଗୁଁ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି l

ପଵନ ରେ ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗି ଯାଇଥିବା ବେଳେ ଅନେକ ଗ୍ରାମକୁ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *