ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ସମୀକ୍ଷା କଲେ..ମନ୍ତ୍ରୀ ଡ଼କ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର 

ଭୁବନେଶ୍ୱର…ଆଧୁନିକ ଗମନାଗମନ ସେବା ଯୋଗାଇଦେବା ସହ ଲୋକଙ୍କ ଯାତାୟାତକୁ ଆହୁରି ସୁଗମ କରିବା ପାଇଁ ଆରମ୍ଭ ହେବାକୁ ଥିବା ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଖାରବେଳ ଭବନ ଠାରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବୈଠକରେ ସାମିଲ ହୋଇ ମନ୍ତୀ ସମୀକ୍ଷା କରିଥିଲେ

ଏହି କାର୍ଯ୍ୟ ରେ ଆରମ୍ଭ ହେଲେ ସରକାର ଙ୍କର ଅର୍ଥ ନୀତି କୁ ସୁଦୃଢ ମଧ୍ୟ ହେବ

ତା ସହିତ ଭୁବନେଶ୍ୱର ଓ କଟକ ସହର ଆହୁରି ଉନ୍ନତି ମଧ୍ୟ ହେବ

କମ୍ ସମୟ ଓ ସ୍ଵଳ୍ପ ଖର୍ଚ୍ଚରେ ସୁରକ୍ଷିତ ଯାତ୍ରୀ ସେବା ଯୋଗାଇବାରେ ଏହି ମେଟ୍ରୋ ରେଳ ପ୍ରକଳ୍ପ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ l

Leave a Reply

Your email address will not be published. Required fields are marked *