ଦର୍ଶକ ବନ୍ଧୁ, ଆମେ ଆଲୋଚନା କରୁଛେ ରାଜ୍ୟସଭାର ଚତୁର୍ଥ ସିଟ ସମ୍ପର୍କରେ। ଯେଉଁଥିପାଇଁ ଦୁଇ ଜଣ ପାର୍ଥି ଅଛନ୍ତି। ଦତେଶ୍ଵର ହୋତା ଏବଂ ଦିଲୀପ ରାୟ। ଶ୍ରୀ ରାୟ 2001 ମସିହାରେ କ୍ରସ ଭୋଟିଂ କୁ ପର୍ଥେୟ କରି ରାଜ୍ୟସଭା କୁ ଯାଇଥିଲେ। କିନ୍ତୁ 2002 ମସିହାରେ ରାଜ୍ୟସଭା ନିର୍ବାଚନ ନିୟମ ବଦଳିଗଲା। 2006 ମସିହାରେ ହାଇକୋଟଙ୍କ “ଆଣ୍ଟି ଡିଫେନସ ଲ” ଅନୁଯାଇ ରାଜ୍ୟସଭା ନିର୍ବାଚନ ରେ ଓପନ ବାଲାଟ ବ୍ୟବସ୍ଥା କୁ ପ୍ରଚଳନ କରାଗଲା। ଏହି ନିୟମ ଅନୁଯାଇ ଜଣେ ବିଧାୟକଭୋଟର ତାଙ୍କର ଭୋଟକୁ ପିପୁଲସ ରିପ୍ରେଜେଣ୍ଟେଟିପ କୁ ଦର୍ଶାଇ ଭୋଟ ଦେବେ। ଏଠାରେ କ୍ରସଭୋଟିଂ କଲେ ତାହା ସମସ୍ତେ ଜାଣିପାରିବେ। ମେଡ଼ିଆ ତାଙ୍କୁ ଘୋଡା ବେପାରୀ ଭାବେ ଗ୍ରହଣ କରି ବଦନାମ କରିବାକୁ ଚେଷ୍ଟା କରିପାରେ। ଏହି କ୍ରସ ଭୋଟିଙ୍ଗକୁ ପ୍ରାଥେୟ କରି ଦଳ ତାକୁ ସସପେଣ୍ଡ କିମ୍ବା ନିଲମ୍ବନ କରିପାରିବ। କିନ୍ତୁ କ୍ରସଭୋଟିଙ୍ଗ ଯୋଗୁ ତାଙ୍କର ସଭ୍ୟପଦ ରଦ ହୋଇପାରିବନାହିଁ। ବିଜେଡି ଏବଂ କଗ୍ରେସ ସାମର୍ଥିତ ପାର୍ଥି ଦତେଶ୍ଵର ହୋତାଙ୍କ ବିଷୟରେ ଆଲୋଚନା ରୁ ଜଣାପଡେ ଯେ ସେ ଯଦି ଜିତନ୍ତୀ, ଏହାକୁ ଭି.କେ ପାଣ୍ଡିଆନ ଙ୍କ ଜିତାପଟ ଭାବେ ଗଣା ଯିବ। ବର୍ତମାନ ପର୍ଯ୍ୟନ୍ତ ବଜେଡ଼ି ର ଦୁଇଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ପାଟପୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼।ଏହି ନିଲମ୍ବନ ପାଇପଲାଇନରେ ଅଛନ୍ତି ବିଧାୟକ ରଣେଦ୍ରପ୍ରତାପ ସ୍ୱାଇଁ, ଅରୁଣ ସାହୁ ଏବଂ ଶୁଭାସିନୀ ଜେନା ପ୍ରମୁଖ।
ବର୍ତମାନ ପରିସ୍ଥିତି ରେ ବିଜେଡି ର ନୀଳମ୍ବନ କୁ ବହୁ ବିଧାୟକ ମାନେ ଖାତିର କରୁନାହାନ୍ତି। କିନ୍ତୁ ଭି. କେ ପାଣ୍ଡିଆନ ଙ୍କ ଟଙ୍କା ଖର୍ଚ୍ଚ କରିବା ଯୋଗୁ ଦତେଶ୍ଵର ଏକପ୍ରକାର ହର୍ସ ଟ୍ରେଡିଙ୍ଗ ରେ ଆଗରେ ରହିବେ। 2002 ମସିହାରେ ଦିଲପ ରାୟ ହର୍ସ ଟ୍ରେଡିଙ୍ଗ କରି ସୁକ୍ଷ୍ମ ଉପାୟରେ ସେ ସମୟର ଶାସକ ବିଜେଡି ଦଳ ପାର୍ଥଙ୍କୁ ହରାଇ ରାଜ୍ୟସଭା କୁ ଯାଇପାରିଥିଲେ। ସେ ସମୟର ସ୍ୱଧୀନ ପାର୍ଥି ମାନସ ମଲିକ ଙ୍କ ସହଯୋଗ ନେଇ ରାଜ୍ୟସଭା ବୈତରଣୀ ପାର କରିପାରିଥିଲେ।ଏବେ କିନ୍ତୁ ଦିଲୀପ ରୟକୁ ଜିତିବାପାଇଁ ବଜେପି ଦଳ ତରଫରୁ ଉଦ୍ୟମ ଚାଲିଛି। ସେ ସହାବି ହେଉ ଦତେଶ୍ଵର ହୋତାଙ୍କ ଜିତିବାଟା ଏକପ୍ରକାର ଭି. କେ. ପାଣ୍ଡିଆନ ଙ୍କ ପାଇଁ ଲିଟମସ ପେପେର ଟେଷ୍ଟ। ପ୍ରକଶ ଥାଉକି ଅରୁଣ ସାହୁ ତାଙ୍କର ରାଜନୀତିକ ଚେତନା ଏବଂ ଅନନୁଭବ କୁ ଭିତି କରି ପୁସ୍ତକ ପ୍ରକାଶ କରି ଚର୍ଚ୍ଚା ରେ ଅଛନ୍ତି। ରାଜା ସ୍ୱାଇଁ ବିଧାନସଭା ରେ କହିଛନ୍ତି “ତାମିଲ କୁ ବାନ୍ଧି ପାରିଲେ ବାନ୍ଧ “। ସୁବାସିନୀ ଜେନାଙ୍କ ସ୍ୱାମୀ ରବୀନ୍ଦ୍ର ଜେନା ନିଜ ସମର୍ଥକ ଙ୍କ ସହିତ ବଜେପି ରେ ଯୋଗଦେଇଛନ୍ତି। ଭୁବନେଶ୍ଵ ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
ଆମେ ଆଲୋଚନା କରୁଛେ ରାଜ୍ୟସଭାର ଚତୁର୍ଥ ସିଟ ସମ୍ପର୍କରେ
