ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ରେ ସ୍ଵତନ୍ତ୍ର ବୃ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ।
ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ରେ ସଂଯୋଜକ ଶ୍ରୀ ଗୋପାଳ ସିଂହ ସୁନା ଙ୍କ ତତ୍ବାବଧାନରେ 14 ଟି ବିଦ୍ୟାଳୟ ରେ ସ୍ଵତନ୍ତ୍ର ବୃ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗୋପାଳ ସିଂହ ସୁନା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଭିରାମ ମାଝୀ ଓ ଶ୍ରୀ କୋଦଣ୍ଡ ଭୋଇ ପ୍ରତ୍ୟେକ ବିଦ୍ୟାଳୟ କୁ ଯାଇ ଚାରା ରୋପଣ କରିଥିଲେ l ଉକ୍ତ କାର୍ଯକ୍ରମ ରେ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଓ ସହ ଶିକ୍ଷକ /ଶିକ୍ଷୟିତ୍ରୀ, ଛାତ୍ର/ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ l ବଲାଙ୍ଗୀର ରୁ ଜିଲ୍ଲା ସ୍ତରୀୟ ସାମ୍ବାଦିକ ଗିରିଧାରୀ ମହାନନ୍ଦ ଙ୍କ ରିପୋର୍ଟ (ଫୋଟୋ ନିଉଜ ଟାଇମ୍)।
ଏକ୍ ପେଡ୍ ମା କେ ନାମ।
