ମୁଁ ବର୍ଷା ଫଟୋ ନିୟୁଜ, “ନିୟୁଜ ରୁମ” କୁ ସ୍ୱାଗତ କରୁଛି।ଏପ୍ରିଲ 23 ତାରିଖ ଠାରୁ ଆରମ୍ଭ ହେବ ୱେଷ୍ଟ ବେଙ୍ଗଲ ନିର୍ବାଚନ। ଓଡିଶା ଏବଂ ୱେଷ୍ଟ ବେଙ୍ଗଲ ର ନିର୍ବାଚନ ବିଗତ 15ବର୍ଷ ଧରି ପ୍ରାୟ ଏକପ୍ରକ ରହିଆସିଅଛି। ବ୍ୟକ୍ତିଗତ ବ୍ରାଣ୍ଡ ନବୀନ ଏବଂ ମମତା କୁ ନେଇ ଓଡିଶା ରେ ବିଜେଡି ଏବଂ ୱେଷ୍ଟ ବେଙ୍ଗଲ ରେ ତୃଣମୂଳ କଂଗ୍ରେସ ନିର୍ବାଚନ ଲଢ଼ି ଆସିଛନ୍ତି।24ବର୍ଷ ପରେ ଓଡିଶା ରେ ବିଜେଡି ଶାସନର ପତନ ଘଟିଲା ଏବଂ ବଜେପି ବର୍ତମାନ ଓଡିଶା ର ଶାସନ ଗାଦିରେ ବସିଛି।ଏଥିପାଇଁ “pandian factor” ଏକପ୍ରକାର ଦାଈ ବୋଲି ରାଜାନୀତିକ ସମୀକ୍ଷ କ ମାନେ ମତ ଦେଉଛନ୍ତି।ଆସନ୍ତା 23 ତାରିଖ ନିର୍ବାଚନ ରେ ୱେଷ୍ଟ ବେଙ୍ଗଲ ରେ ମୋଦି ଏବଂ ମମତା ମଧ୍ୟ ରେ ଲଢେଇ ହେବ। ଯଦି ମମତା ଜିତନ୍ତୀ ତାହାଲେ ସେ ହେବେ ପାୱାରଫୁଲ ମହିଳା ରାଜନୀତିକ ବ୍ୟକ୍ତିତ୍ୱ। କିନ୍ତୁ ଏହା ସମୟ କହିବ। ୱେଷ୍ଟ ବେଙ୍ଗଲ ରେ ପ୍ରାୟ ଷାଠିଏ ଜଣ IAS ଏବଂ IPS ଅଫିସର ଙ୍କୁ ବଦଳି କରାଯାଇଛି।DG । ପୋଲିସ ଏବଂ ଇଲେକ୍ସନ କମିସନର ମଧ୍ୟ ବଦଳିଛନ୍ତି।ବଜେପି ର ନେତୃତ୍ୱ ନେଉଛନ୍ତି ଶୁଭେନ୍ଦୁ ଅଧିକାରୀ ଯେକି ମମତା ବାନାର୍ଜୀ ଙ୍କ ଭାଳି ଦକ୍ଷ୍ୟ ନେତୃତ୍ୱ ଥିବା ନେତା ନୁହନ୍ତି।
ଭୁବନେଶ୍ୱର ରୁ ଫଟୋ ନିୟୁଜ ଟାଇମ୍ସ ର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।
ଏପ୍ରିଲ 23 ତାରିଖ ଠାରୁ ଆରମ୍ଭ ହେବ ୱେଷ୍ଟ ବେଙ୍ଗଲ ନିର୍ବାଚନ
