ଓଡିଶା ବିଦ୍ୟୁତ ନିଗମ ଯନ୍ତ୍ରୀ ସଙ୍ଘ ର ବ୍ୟଠକ

 

ଓଡିଶା ବିଦ୍ୟୁତ ନିଗମ ଯନ୍ତ୍ରୀ ବୋର୍ଡ ସଙ୍ଘ ର ରାୟଗଡା ରାଜ୍ୟସ୍ତରୀୟ ବ୍ୟାଠକ ଅନୁଷ୍ଠିତ ହୋଇଅଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ର ସଭାପତି ଆନନ୍ଦ ମହାପାତ୍ର ମୁଖ୍ୟ ବକ୍ତା ଭାବେ ମହା ସଚିବ ତ୍ରିଲୋଚନ ମହାନ୍ତି, ରାଜ୍ୟ କାର୍ଯ୍ୟକାରୀ ସଭାପତି ଟି ପି ଏସ ଡ଼ି ଏଲ ର ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ଅଚାଯ୍ୟ, ଅନ୍ୟ ମାନଙ୍କ ମଧ୍ୟ ରେ ସମ୍ନାନୀୟ ଅତିଥି ଭାବେ ଉପସଭାପତି ସରୋଜ କୁମାର ମିଶ୍ର, କୋଷାଧକ୍ଷ ମହେଶ୍ୱର ସ୍ୱାଇଁ ସମେତ ବ୍ରାହ୍ମପୁର, ଆସିକା, ଭଞ୍ଜନଗର, ଜୟପୁର, ରାୟଗଡା ବିଦ୍ୟୁତ ମଣ୍ଡଳ ର ସମସ୍ତ ସାଧାରଣ ସମ୍ପାଦକ ଯୋଗଦେଇଥିଲେ। ଏହି ବ୍ୟଠକରେ ସମସ୍ତ ସଦସ୍ୟ ଙ୍କ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମାଧାନ ହୋଇଥିଲା।

 

ଏଥି ସହିତ ସଙ୍ଘ ର ସଭାପତି ଓ ସଚିବ ଙ୍କ ମଧ୍ୟମ ଟାଟା ପାଓ୍ଵର ପରିଚାଳନା ଓ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଙ୍କୁ ସଙ୍ଘ ର ନାର୍ଯ୍ୟ ଦାବି ଉପସ୍ଥାପନା କରିଥିଲେ। ଏହି ବ୍ୟଠକ ରେ ଦାବି ଗୁଡିକ ହେଲା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କ ପାଇଁ ସରକାର ଘୋଷଣା କରିଥିବା 40ଓ 60 ଅନୁପାତର ନୀତି କୁ ଲାଗୁ କରିବା।ପ୍ରତିଶୋଧ ମୂଳକ ହୋଇ ପୂର୍ବତନ କର୍ମଚାରୀ ଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ କାର୍ଯ୍ୟଅନୁଷ୍ଠାନ କୁ ବନ୍ଦ କରିବା। କନିଷ୍ଠ ଯନ୍ତ୍ରୀ ଙ୍କୁ ପଦନତି ନକରି ଟାଟା ପାୱାର କର୍ତ୍ତୃପକ୍ଷ ସରକାରୀ ନିର୍ଦେଶ କୁ ବନ୍ଦ କରିବା,ଯଦି କମ୍ପାନୀ ଓ ସରକାର ଆଗାମୀ ଦିନରେ ସେମାଙ୍କ ଦାବି ପୂରଣ ନକରନ୍ତି ତେବେ ସରକାର ପକ୍ଷ ରୁ ଦୃଢ ବିରୋଧ ସହିତ ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ କଡା ଚେତାବନୀ ଦିଆଯାଇଛି।ଏହି ବ୍ୟଠକ କୁ ରାୟଗଡା ସର୍କଲ ସମ୍ପାଦକ ମହମାମଦ ରଜିଆଉଲଗା, ବାସୁଦେବ ସାହୁ ଓ ଶିବପ୍ରସାଦ ଲେଙ୍କା ପରିଚାଳନା କରିଥିଲେ।
ଟାଟା ପୱାର ବିରୋଧରେ ସ୍ୱର ଉଠିଲା।
ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *