କଂଗ୍ରେସ ବିରୋଧ ରେ ନାରାବାଜି

ରବିବାର ଅପରାହ୍ନ ୫.୩୦ ମିନିଟ୍ ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସାମ୍ନା ରେ କଂଗ୍ରେସ ର ରାହୁଲ ଗାନ୍ଧୀ ଙ୍କ ଆପତ୍ତି ଜନକ ମନ୍ତବ୍ୟ ଉପରେ ଏକ ପ୍ରତିବାଦ ବିକ୍ଷୋଭ ହେଇଥିଲା। ଏଥିରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଙ୍କ ଉପସ୍ଥିତି ରେ କଂଗ୍ରେସ ବିରୋଧ ରେ ନାରାବାଜି କରାଯାଇଥିଲା। ଏଥିରେ ପୁରୀ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ ସଭାପତିତ୍ବ କରିଥିଲେ। ଏତଦବ୍ୟତୀତ ଶ୍ରୀମନ୍ଦିର କମିଟି ର ସଦସ୍ୟ ମଧୁ ସିଂହାରୀ, କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ଜିଲ୍ଲା ସାଧାରଣ ସମ୍ପାଦକ ଉମା କାନ୍ତ ନାୟକ, ଦିଗ୍ଦର୍ସନ ପଟ୍ଟନାୟକ, ରବି ଦାସ, ପାଞ୍ଚ ଜଣ ମଣ୍ଡଳ ସଭାପତି ଯଥା ରାଜକିଶୋର ପଣ୍ଡା, ଅଜୟ ଦାସ, ବିରଞ୍ଚି ନାରାୟଣ ମିଶ୍ର, ଦୁର୍ଗା ପ୍ରସାଦ ପରିଡା, ସଂଜୟ ସାହୁ ଉପସ୍ଥିତ ଥିଲେ। ଏଥି ସହିତ ପୂର୍ବତନ କାଉନସିଲର ମାନସ ଲେଙ୍କା, ସୁଦର୍ଶନ ସାହୁ, ଦବ ପ୍ରସନ୍ ସ୍ବାଇଁ, ବିଶ୍ଵନାଥ ପଣ୍ଡା, ଅକ୍ଷୟ ମହାନ୍ତି, ସୌମ୍ୟ ମିଶ୍ର, କମଳିନୀ ମହାପାତ୍ର, ବିଷ୍ଣୁ ପ୍ରିୟା ସ୍ୱାଇଁ, ସ୍ମିତାଞ୍ଜଳି ପତି, ଚିତ୍ତ ରଞ୍ଜନ ବିଶ୍ଵାଳ, ବିଶ୍ୱଜିତ୍ ମହାନ୍ତି, ସଞ୍ଜୟ ପ୍ରଧାନ, ଅନିଲ ସାହୁ, ଚନ୍ଦନ ନାୟକ, ଶିବ ନାରାୟଣ ଦାସ,ପଦୀୟା ନାୟକ, ପ୍ରଶାନ୍ତ ପଣ୍ଡା, ବାହୁଡା଼ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ।
ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *