କଣ୍ଟାମାଳ ଶ୍ରୀରାମ ମନ୍ଦିରରେ ୧୦୮ହନୁମାନ ଚାଳିଶା।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଛକ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ମହା ବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ପୂଜାର୍ଚନା, ହୋମ ଯଜ୍ଞ ତଥା ୧୦୮ହନୁମାନ ଚାଳିଶା ପାଠ ଆଡମ୍ବର ତଥା ଆଧ୍ୟାତ୍ମିକ ସହ ସମ୍ପନ୍ନ ହୋଇଛି l ସକାଳ ୮ ଘଣ୍ଟା ସମୟରେ ପଣ୍ଡିତ ସନତ କୁମାର ମିଶ୍ର ଙ୍କ ଦ୍ୱାରା ଯଥା ରୀତିନୀତି ଅନୁସାରେ ପୂଜା ଆରମ୍ଭ ପରେ ଦାମୋଦର ସ୍ୱାଇଁ,ପ୍ରେମଶଙ୍କର ସେଠି, ହରିବନ୍ଧୁ ପୁରୋହିତ, ଭାଗ୍ୟଧର ମିଶ୍ର,ସନ୍ତୋଷ କୁମାର ବିଶି, ଆନନ୍ଦ ଚନ୍ଦ୍ର ପାଢ଼ୀ, ଅନୁପମା ପାଢ଼ୀ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଦ୍ୱାରା ୧୦୮ହନୁମାନ ଚାଳିଶା ପଠନ ଆରମ୍ଭ ହୋଇଥିଲା l ଗୌରାଙ୍ଗ ବଗର୍ତ୍ତୀ ଓ ପତ୍ନୀ ଜ୍ୟୋତ୍ସ୍ନାମୟୀ ବଗର୍ତ୍ତୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ସବୁ ଦେବାଦେବୀଙ୍କ ଠାରେ ପୂଜାର୍ଚନା, ଭୋଗ ଓ ପଣା ଲାଗି ହେବା ପରେ ଭକ୍ତମାନଙ୍କୁ ପଣା ବଣ୍ଟନ କରାଯାଇଥିଲା l ସାମୁହିକ ୧୦୮ହନୁମାନ ଚାଳିଶା ପାଠ ଶେଷରେ ଆଳତି ଓ ହୋମଯଜ୍ଞ ସହ ପୂର୍ଣ୍ଣାହୁତି ହୋଇଥିଲା l ଶ୍ରୀରାମ ଓ ବଜରଙ୍ଗ କମିଟି ସଭାପତି ସନ୍ତୋଷ କୁମାର ବିଶି, ସମ୍ପାଦକ ଦାମୋଦର ସ୍ୱାଇଁ, ମନ୍ଦିର ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ,ହରିବନ୍ଧୁ ପୁରୋହିତ,ଜୟ କୁମାର ମହାରଣା, ମନୋଜ କୁମାର ରାଜହଂସ,ଅପର୍ତ୍ତି ପ୍ରଧାନ,ଶ୍ୟାମସୁନ୍ଦର ସ୍ୱାଇଁ ସମେତ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ l ବଗର୍ତ୍ତୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ସବୁଦେବାଦେବୀଙ୍କ ଠାରେ ପୂଜାର୍ଚନା, ଭୋଗ ଓ ପଣା ଲାଗି ହେବା ପରେ ଭକ୍ତମାନଙ୍କୁ ପଣା ବଣ୍ଟନ କରାଯାଇଥିଲା l ସାମୁହିକ ୧୦୮ହନୁମାନ ଚାଳିଶା ପାଠ ଶେଷରେ ଆଳତି ଓ ହୋମଯଜ୍ଞ ସହ ପୂର୍ଣ୍ଣାହୁତି ହୋଇଥିଲା l ଶ୍ରୀରାମ ଓ ବଜରଙ୍ଗ କମିଟି ସଭାପତି ସନ୍ତୋଷ କୁମାର ବିଶି, ସମ୍ପାଦକ ଦାମୋଦର ସ୍ୱାଇଁ, ମନ୍ଦିର ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ,ହରିବନ୍ଧୁ ପୁରୋହିତ,ଜୟ କୁମାର ମହାରଣା, ମନୋଜ କୁମାର ରାଜହଂସ,ଅପର୍ତ୍ତି ପ୍ରଧାନ,ଶ୍ୟାମସୁନ୍ଦର ସ୍ୱାଇଁ ସମେତ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ l
ବୌଦ୍ଧ ଜିଲ୍ଲା ଫଟୋ ନ୍ୟୁଜ ଟାଇମସ୍ ର ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ।
କଣ୍ଟାମାଳ ଶ୍ରୀରାମ ମନ୍ଦିରରେ ୧୦୮ହନୁମାନ ଚାଳିଶା।
