ଖରାଣୀପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ ୧୯୯୫ ବେଚର ବନ୍ଧୁମିଳନ

। ପାତ୍ରପୁର – ପାତ୍ରପୁର ବ୍ଲକ ଖରାଣୀପଡ଼ା ପଞ୍ଚାୟତ, ଖରାଣୀପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୧୯୯୫ ବେଚର ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ସୋନପୁର ବେଳାଭୂମି ମନୋରମ ପର୍ଯ୍ୟଟନସ୍ଥଳୀ ରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କେ ସିମାଞ୍ଚଳ, ପାର୍ଥ ପ୍ରତିମା ପାଢ଼ୀ,ରୂପଚନ୍ଦ୍ର ବେହେରା, ସୀମାଞ୍ଚଳ ଦାସ, ସିମାଞ୍ଚଳ ସ୍ଵାର,ଗୋବିନ୍ଦ ବେହେରା, ଅରୁଣ ମହାରଣା, ଶାନ୍ତିଲତା ସେଠି, ଲିଲି ପ୍ରଧାନ, ବି ଭାରତୀ ପ୍ରମୁଖ ସହଯୋଗ କରିଥିଲେ। ସେହି ସମୟରେ ଥିବା ଶିକ୍ଷକ ମାନଙ୍କୁ ଉପଢ଼କୋନ ଦେଇ ଗୁରୁପୂଜନ କରିଥିଲେ।କାର୍ଯ୍ୟକ୍ରମ ପରେ ଚିକିଟିପେଣ୍ଠ ର ମୃତ୍ୟୁବରଣ କରିଥିବା ନାଗେଶ୍ୱର ଆଚାରୀ ପରିବାର ବର୍ଗର ନିକଟରେ ଉପସ୍ଥିତ ରହି ତାର ପରିବାରରେ ଥିବା ଗୋଟେ ମାତ୍ର ଅବବାହିତ ଭଉଣୀ ୩୦୦୦ ଟଙ୍କା ଓ ଗୋଟିଏ ଚାଉଳ ପକେଟ ପ୍ରଦାନ କରିଥିଲେ, ଏହିସମୟର ସେବା ସସ୍ଥାନର ସଭ୍ୟ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *