କଂଗ୍ରେସ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡ଼ା ୧୨୦ ନମ୍ୱର୍ ବୁଥ ରେ ଦେଲେ ମତଦାନ, ଗଣତନ୍ତ୍ର ଅଧିକାରଙ୍କୁ ସାବ୍ୟସ୍ତ କରିବାକୁ ଆହ୍ବାନ କରିଥିଲେ।
ନୂଆପଡ଼ା ଉପ ନିର୍ବାଚନ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଖରୀଆର ରୋଡ ମୋଗରାପାଳି ୬୬ ନମ୍ୱର୍ ବୁଥ ରେ ନିଜେ ମତଦାନ ଦେଲେ। ଗଣତନ୍ତ୍ର ମହୋତ୍ସବ ରେ ଆସି ନିଜ ଅଧିଆକରଙ୍କୁ ସାବ୍ୟସ୍ତ କରିବାକୁ ଆହ୍ୱାନ କରିଛନ୍ତି।କିନ୍ତୁ ବିଜେଡ଼ି ପାର୍ଥି ସ୍ନେହାଙ୍ଗିନୀ ଛୁରିଆ ତାଙ୍କର ମତବ୍ୟକ୍ତ କରିପାରିନାହାନ୍ତି।
ମତଦାନ କେନ୍ଦ୍ର ରେ ବୟସ୍କ ମହିଳା ଭୋଟର ଙ୍କ ଭୋଟ ଦାନ ବହୁ ସଂଖ୍ୟକ ମହିଳା ଭୋଟର ମାନେ ଭୋଟ ଦେଉଥିବା ସୂଚନା।
ନୂଆପଡା ଉପ ନିର୍ବାଚନ ରେ ୩ ଗୋଟି ସଖୀ ବୁଥ ରେ ଦୃଶ୍ୟ, ଅତି ସାଜସଜ୍ଜା, ଆନୁଷଙ୍ଗିକ ବ୍ୟବସ୍ଥା ସହ ମହିଳା ଙ୍କୁ ଉତ୍ସାହ ସହ ଭୋଟ ଦେବା, ନିର୍ଭୟରେ ଭୋଟ ଦେବା ପାଇଁ ମହିଳା ପୋଲିଙ୍ଗ ପ୍ରାଜାଇଡିଙ୍ଗ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ବୁଥ ନମ୍ୱର୍ ୧୨୧ ଏବଂ ୧୨୭ କୁ ସଖୀ ବୁଥ ର ମାନ୍ୟତା ଦେଇ ସମସ୍ତ ସୁବିଧା ପ୍ରଦାନ କରିଛନ୍ତି।
ବୟସ୍କ ଏବଂ ଦିବ୍ୟାଙ୍ଗ ଭୋଟର ଙ୍କୁ ମତଦାନ କେନ୍ଦ୍ର ରେ ଆଣିବା ଏବଂ ନେବା ବ୍ୟବସ୍ଥା ଗ୍ରହଣ , ସ୍ଵତନ୍ତ୍ର୍ ଅଟେ ବ୍ୟବସ୍ଥା । ଏହା ବୁଥ ନମ୍ୱର୍ ୧୧୮, ୧୧୭,୧୧୯ ଏବଂ ୧୨୦ ନମ୍ୱର୍ ବୁଥ ରେ ଦିଆ ଯାଉଥିବା ସୁବିଧା ର ଦୃଶ୍ୟ ଅଟେ।
ନୂଆପଡାରୁ ତପନ ଦାସଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
ଗଣତନ୍ତ୍ର ଅଧିକାରଙ୍କୁ ସାବ୍ୟସ୍ତ କରିବାକୁ ଆହ୍ବାନ
