ସତରତମ ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକୃତା ମାଳା ୨୦୨୬ ର ବିଷୟ ବସ୍ତୁ ଥିଲା “ଗାନ୍ଧିଜୀ ଓ ପ୍ରାଣିକଲ୍ୟାଣ “। ଏହି କାର୍ଯ୍ୟକ୍ରମଟିକୁ ରାଜକିଶୋର ନାୟକ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ କରାଯାଇଥିଲା।

ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରମତି ମାନେକା ଗାନ୍ଧୀ ସ୍ମାରକୀ ବକୃତା ପ୍ରଦାନ କରିଥିଲେ। ତାଙ୍କ ମତରେ ଏହା ହେଉଛି ଗାନ୍ଧିଜୀ ଓ ପ୍ରାଣିକଲ୍ୟାଣର ପ୍ରଥମ ଆଲୋଚନା। ଆସନ୍ତୁ ଶୁଣିବା ଫଟୋ ନ୍ୟୁଜ ଟାଇମ୍ସର ଏଡିଟର ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ଦ୍ୱାରା ଉତ୍ତଳନ କରାଯାଇଥିବା ମାନେକା ଗାନ୍ଧୀଙ୍କ ଭିଡିଓ ଗୁଡିକୁ।
