ସୁନାବେଡ଼ା ଅଭୟରଣ୍ୟରେ ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ, ମାଁ ସୁଣାଦେଇ ଙ୍କ ଦର୍ଶନ କରି ବିକାଶ ମୂଳକ ପ୍ରକଳ୍ପ ନେଇ ଆଲୋଚନା କରିଛନ୍ତି। ଜୟ ଢୋଲକିଆ ନୂଆପଡାର ଉନତିକୁ ସୁନାବେଡ଼ା ଅଭୟରଣ୍ୟରୁ ଆରମ୍ଭ କରିଛନ୍ତି।

ସେ ଆଦିବାସୀ ମାନଙ୍କ ଜଙ୍ଘଲ, ଜମି ଏବଂ ଜଳ ପ୍ରତି ପ୍ରାଥମିକତା ଦେଇ ତାଙ୍କର ଆଗାମୀ ତିନିବର୍ଷ କାର୍ଯ୍ୟକରିବେ ବୋଲି ସାମ୍ବାଦିକ ମାନଙ୍କୁ ମତ ଦେଇଛନ୍ତି।

ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଆଗାମୀ ଦିନରେ ଏହା ତାଙ୍କର ରାଜନୈତିକ କ୍ୟାରିୟରକୁ ସୁଦୃଢ କରିବ।

ନୂଆପଡାରୁ ତପନ ଦାସଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
