ନବୀନଙ୍କ ଲୋକପ୍ରିୟତା

 

ବିଜେଡ଼ି ଦଳରେ ଏବେ ସୁଜାତା କାର୍ତିକିୟାନଙ୍କ କମ୍ପନ। ତାଙ୍କ ସପକ୍ଷ ବାଦୀ ଯୁବନେତ୍ରୀ ହେଉଛନ୍ତି ଇପ୍ସିତା, ଚିନ୍ମୟ ଏବଂ ନାରୀନେତ୍ରୀ ଲେଖାଶ୍ରୀ।

ସେମାନେ ଆମ କ୍ୟାମେରା ଟିମକୁ ଦେଇଥିବା ମତ ଓ ମନ୍ତବ୍ୟ ଅନୁଯାୟୀ ନବୀନ ପଟନାୟକ ହେଉଛନ୍ତି ବିଜେଡ଼ି ଦଳର ଷ୍ଟ୍ରଙ୍କକାର୍ଡ଼। ତାଙ୍କ ଆଗମନରେ ବିଜେଡ଼ି ଦଳର ଯେକୌଣସି ପରିସ୍ଥିତିରେ ମଧ୍ୟ ଜିତାପଟ ରହିବ। ଏହାକୁ ପାଥେୟ କରି ଆମ କ୍ୟାମେରା ଟିମକୁ ଦେଇଥିବା ପ୍ରତିକ୍ରିୟାକୁ ଆମେ ପ୍ରସାର କରୁଅଛୁ।


ବିଜେଡ଼ି ଦଳରେ ଯଦି ସୁଜାତା କାର୍ତିକିୟାନଙ୍କୁ ରାଜ୍ୟସଭାପତି କରାଯାଏ ତାହେଲେ ଦଳରେ ଏକପ୍ରକାର ବିଭାଜନ ସୃଷ୍ଟି ହେବବୋଲି ଆମ ଜନମତ ସର୍ଭେରୁ ଜାଣିବାକୁ ମିଳୁଛି। କିନ୍ତୁ ନବୀନ ବାବୁଙ୍କ ନିଷ୍ପତି ଏଠାରେ ଯଦି କାର୍ଯ୍ୟକାରୀ ନହୁଏ ତାହେଲେ ନୂଆପଡା ଭଳି ପରିସ୍ଥିତି ସୃଷ୍ଟି ହେବ। ଓଡ଼ିଶାର ଲୋକମାନଙ୍କର ବକ୍ତବ୍ୟ ହେଉଛି ଯେ ଭୈରବ ପାଣ୍ଡିଆନଙ୍କ ଦଳରୁ ସନ୍ୟାସ ନେବା କଥାର ସୁରାଗ ମିଳୁନାହିଁ। ଯାହାକି ବିଜେଡ଼ି ଦଳ ପାଇଁ କ୍ଷତିକାରକ।

ଆମର ଏହି ଏଡିଟୋରିଅଲ ମାଧ୍ୟମରେ ବିଜେଡ଼ି ଦଳ ସମ୍ପର୍କରେ ଆମେ ଆଲୋକପାତ କରିଅଛୁ।


ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *