ନିୟମ ଗିରିରେ ନିରୋଗ ଶାଳା

 

ରାୟଗଡା ଜିଲ୍ଲା ର କଲ୍ୟାସିଂହପୁର ବ୍ଲକ ପର୍ଷାଲି ପଞ୍ଚାୟତ ର ତମକସିଲି ଗାଁ ରେ ନୀୟମଗିରି ସୁରକ୍ଷା ଚାରି ଟେବଲ ଟ୍ରଷ୍ଟ ତରଫ ରୁ ସ୍ୱାସ୍ଥ୍ୟ ସେବା ପାଈ ଏକ ନିରୋଗ ଶାଳl ଉଡଘାଟନ।
ଆଜି ନିୟମଗିରି ସୁରକ୍ଷା ଚାରି ଟେବଲ ଟ୍ରଷ୍ଟ ପକ୍ଷ ରୁ ତମକ ସିଲି ଗାଁ ରେ ସ୍ୱାସ୍ଥ୍ୟ ନିରୋଗ ସାଳା ଉଦଘାଟନ କରା ଯାଇଚି।

ଏହି କାର୍ଯ୍ୟକ୍ରମ ରେ ଚାରି ଟେବଲେ ଟ୍ରଷ୍ଟ ର ଅଧକ୍ଷ ଅନୁ ବ୍ରତ ବାରା, ସଭାପତି ମାନବ ସମ୍ବଳ ବିକାଶ ର ଜିଲ୍ଲା ସଭପତି ମାନସ ରଞ୍ଜନ ରଥ, ଅଲ ଓଡ଼ିଶା ଆଦିବାସୀ ସଙ୍ଗ ର ରାଜ୍ୟ ଆବାହକ ବିଦୁ ଲତା ହୁଇକ।

ଓ ଅତିଥି ଭାବରେ ରାୟଗଡ଼। ପୌର ପାଲିକା ର ଉପାଧ୍ୟକ୍ଷ ଶୁଭ୍ର ପଣ୍ଡା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଏହି ପର୍ଶଲି ପଂଚାୟତ ରେ 6 ଗୋଟି ଗ୍ରାମ କୁ ନେଇ ମୁଖ୍ୟ ତ ସ୍ୱାସ୍ଥ୍ୟ ସେବା ପାଈ ଏହି ଗ୍ରାମ ର ଲୋକ ମାନେ କଲ୍ୟାଣସିଂପୁର ଉପରେ ନିର୍ଭର କରି ଚଳି ଆସୁଛନ୍ତି। କିନୁ ଏହି ନିରୋଗ ଶାଲା ହେବା ଦ୍ୱାରା ଯେ କୌଣସି ସାଧାରଣ ସମସ୍ୟା ହେଲେ ମଧ୍ୟ ସେ ସୁବିଧା ନିରୋଗୋ ଶାଳାରେ ପାଇ ପାରିବେ l

ଏହି ଅବସର ରେ ନିୟମଗିରି ଅଞ୍ଚଳ ରେ ଆଦିବାସୀ ଅଞ୍ଚଳ ଜନଜାତି ଓ ଡଙ୍ଗରିଆ କନ୍ଧ ମାନଙ୍କ ସମସ୍ୟା ନେଇ ଆଲୋଚନା କରାଜାଇଥିଲା । ଏହି ନିରୋଗ ଶାଲା ଖୋଲିବା ଯୋଗୁ ସେ ଅଞ୍ଚଳ ରେ ଲୋକ ମାନଙ୍କ ମନ ରେ ବହୁତ୍ ଖୁସି ର ବାତାବରଣ ଖୋଲି ଯାଇଛି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

 

Leave a Reply

Your email address will not be published. Required fields are marked *