ନୂଆପଡାରେ ନିୟମ ଓ ବାସ୍ତବତା ଦିଗହରା

 

ନୂଆପଡାରେ କିପରି ସଂତିଶୃଙ୍ଖଳାର ସହ ନିର୍ବାଚନ ହୋଇପାରିବ ସେଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରି ଡି.ଜି. ପୋଲିସ ୱାଇବି ଖୋରାନୀଆ ଏକ ପ୍ରେସମିଟ କରି ତଥ୍ୟ ପ୍ରଦାନ କରିଛନନ୍ତି। ବାସ୍ତବ କ୍ଷେତ୍ରରେ କିନ୍ତୁ ଟେକପୋଷ୍ଟରେ ଚେକିଙ୍ଗ ତା ହେଉଛି, କିନ୍ତୁ ବିଜେପି ଗାଡି ଏବଂ ବିଜେଡି ଗାଡି ପାତର ଅନ୍ତର କରାଯାଉଛି ବୋଲି ବିଜେଡ଼ି ନେତା ସଞ୍ଜୟଦାସ ବର୍ମା ପ୍ରକାଶ କରିଛନ୍ତି। ନୂଆପଡା ଏବଂ ଖରିୟାର ରୋଡ଼ରେ କୌଣସି ହୋଟେଲ କିମ୍ବା ଦଳୀୟ ଟେଣ୍ଟ ପୋଲିସ ନିୟମକୁ ଉଲଂଘନ କରୁଛନ୍ତି। ଓଟିଡିସି ଦ୍ୱାରା ପରିଚାଳିତ “ପଥପ୍ରାନ୍ତ ସୁବିଧା କେନ୍ଦ୍ର” ଦୁଇଗୋଟି କାଗଜପତ୍ର ରେ ସିନା କାର୍ଯ୍ୟକ୍ଷମ ଅଛି, କିନ୍ତୁ ବାସ୍ତବ କ୍ଷେତ୍ରରେ ତିନିମାସ ହେବ ପାଣି ଏବଂ ଇଲେକ୍ଟ୍ରି ଲାଇନ ନାହିଁ। ଏହା ସାଧାରଣ ଜନତାଙ୍କୁ ଏବଂ ରାଜନୈତିକ କର୍ମୀ ମାନଙ୍କୁ ବହୁ ଅସୁବିଧାରେ ପକାଉଛି। ଏଠାରେ ଆମେ ଶ୍ରୀ ଖୋରାନୀଆଙ୍କର ବକ୍ତବ୍ୟ ଏବଂ ପାଥପ୍ରାନ୍ତ ସୁବିଧା କେନ୍ଦ୍ରର ଭିଜୁଆଲ ପଦର୍ଶିତ କରୁଅଛୁ।
ନୂଆପଡାରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *