ନୂଆପଡା ରୋଡଶୋ ରେ ଭୋଟର

ନୂଆପଡା ଉପନିର୍ବାଚନର ମାଷ୍ଟର ପ୍ଲାନ ଖେଳିଛନ୍ତି ବିଜେଡି। ଏହାହେଉଛି ନବୀନ ପଟନାୟକଙ୍କ ନୂଆପଡାରେ ରୋଡଶୋ। ଯଦିଓ ଆମ ଗ୍ରୋଉଣ୍ଡ ଜ଼ରୋରୁ ରିପୋର୍ଟ ଅନୁଯାଇ ରୋଡଶୋରେ ରହିଥିବା ଲୋକୋମାନେ ସବୁ ନୂଆପଡାର ଭୋଟରନୁହନ୍ତି। ସେଯାହାବି ହେଉ ନୂଆପଡାକୁ ଆସିଥିବା ବିଜେଡି କର୍ମକର୍ତା ମାନେ ବିଜେଡି ସୁପ୍ରିମୋକୁ  ଏହାଦ୍ୱାର ଖୁସି କରାଇପାରିଛନ୍ତ ଏବଂ ତାଙ୍କ ସପକ୍ଷରେ ଜନମତ ଅଛିବୋଲି ଦର୍ଶାଇପାରିଛନ୍ତି। ଆସନ୍ତୁ ଦେଖିବା ଆମ କ୍ୟାମେରା ଟିମ ଉଠାଇଥିବା ଭିଜୁଆଲ ଗୁଡିକୁ।

କଂଗ୍ରେସ ପାଇଁ ପ୍ରଚାରରେ ନୂଆପଡା ଆସିଥିବା ଆଉଜଣେ ପୂର୍ବତନ ଆଦିବାସୀ ମୁଖ୍ୟମନ୍ତ୍ରୀ ଗିରିଧରୀ ଗମାଙ୍ଗୋ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସାମ୍ବାଦିକ ମାନଙ୍କୁ ତାଙ୍କ ଦଳ ନିର୍ବାଚରେ ଜିତିବା ସମ୍ପର୍କରେ ଅବଗତ କରାଇଛନ୍ତି। ଦେଖନ୍ତୁ ଉକ୍ତ ଭିଜୁଆଲ ଗୁଡିକୁ।

ବିଜେପି ଦଳର ଏମ. ପି  ସମ୍ବିଦ ପତ୍ର ଏହାର ପ୍ରତିକ୍ରିୟା ରଖିଛନ୍ତି ଶୁଣନ୍ତୁ ସେ କଣ କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ରୋଡଶୋରେ ଆକ୍ଷେପକରି କହିଥିବା’ଧୋକା, ଧୋକା -ଡ଼ବଲ ଧୋକା ‘ କୁ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ବ୍ୟାଖ୍ୟା କରି ଭୋଟର ମାନଙ୍କ ଉଦେଶ୍ୟରେ ଆମ କ୍ୟାମେରା ଟିମକୁ ଅବଗତ କରାଇଛନ୍ତି। ଦେଖନ୍ତୁ ଏହି ଭିଜୁଆଲ ଟିକୁ।

ନୂଆପଡାରୁ ତପନ ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *