ପାରାଦ୍ୱୀପ ରେ ଭାମନ କମ୍ପାନୀ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ଆନ୍ଦୋଳନ।
ପାରାଦ୍ୱୀପ ରୁ ଫଟୋ ନ୍ୟୁଜ ଟାଇମ ର ସାମ୍ବାଦିକ ପ୍ରଭାତ କୁମାର ଦଳାଇ ଙ୍କ ରିପୋର୍ଟ।
ପାରାଦ୍ୱୀପ ପୋର୍ଟ ରେ ଯେ.ଏସ.ଡବ୍ଲୁ କମ୍ପାନୀ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିବା ବେଳେ କୋଲ ହ୍ୟାଣ୍ଡଲିଙ୍ଗ କାମ ଭାମନ କମ୍ପାନୀ କୁ ଠିକା ହିସାବରେ କିଛି ବର୍ଷ ପାଇଁ ଦେଇଥିଲା।ହେଲେ ଭାମନ କମ୍ପାନୀ ର ଟେଣ୍ଡର ଅବଧି ଗତ ଏକତିରିଶି ମାର୍ଚ୍ଚ ରୁ ସରି ଯାଇଛି। କିନ୍ତୁ କମ୍ପାନୀ ନୁଆ ଟେଣ୍ଡର ପାଇଛି କି ନାହିଁ କୌଣସି ନୋଟିଫିକେସନ ଜାରି ନ କରିଥିବାରୁ ଶ୍ରମିକ ମାନଙ୍କ ମୁଣ୍ଡ ବିନ୍ଧା ର କାରଣ ସୃଷ୍ଟି ହୋଇଛି । ଦୀର୍ଘ ଦିନ ଧରି କମ୍ପାନୀ ଯେଉଁ ପ୍ରତିଶୃତି ଦେଇଥିଲା ତାହା ସୂଚାରୁ ରୂପେ ତୁଲେଇ ପାରି ନଥିଲା ବେଳେ ଶ୍ରମିକ ମାନେ କାମ ବନ୍ଦ ଡାକରା ଦେଇଥିଲେ । ଶ୍ରମିକ ମାନଙ୍କର ଦରମା ବୃଦ୍ଧି କମ୍ପାନୀ ର କୌଣସି ସୁବିଧା ସୁଯୋଗ ପାଉ ନାହାନ୍ତି ବୋଲି ଶ୍ରମିକ ମାନେ ମତ ପ୍ରକାଶ କରିଛନ୍ତି।
ପାରାଦ୍ୱୀପ ରେ ଭାମନ କମ୍ପାନୀ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ଆନ୍ଦୋଳନ।
