ପୋଲିସ , ରାଜ୍ୟ ଭିତରେ ଜନସାଧାରଣଙ୍କର ଧନ ଜୀବନ ରକ୍ଷା କରିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖେ

ପୋଲିସ , ରାଜ୍ୟ ଭିତରେ ଜନସାଧାରଣଙ୍କର ଧନ ଜୀବନ ରକ୍ଷା କରିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖେ। ପୃଥିବୀରେ ରହୁଥିବା ସବୁ ଜୀବମାନେ “ଜୋରଜାର ମୂଲକତାର” ପଦ୍ଧତି ଅନୁସାରେ ବାସ କରନ୍ତି। କିନ୍ତୁ ମଣିଷ ଏକ ଶୃଙ୍ଖଳିତ ଜୀବନ ଯାପନ କରେ। ରାଜନୈତିକ ଦଳ, ପୋଲିସ, ପ୍ରଶାସକ ମାନଙ୍କର ସମାଜରେ ଆବଶ୍ୟକତା ରହିଅଛି। ଆଜି ପୋଲିସ ପ୍ରତିଷ୍ଠା ଦିବସ। ଏହି ଦିବସକୁ ମହାସମାରୋହରେ ଖୋର୍ଦ୍ଧା ଜିଲ୍ଲାର ପୋଲିସ ପଡିଆରେ ଏହା ପାଳନ ହେଉଛି। ଏହି ନବେତମ ପ୍ରତିଷ୍ଠା ଦିବସରେ ଏସପି ସାଗରିକା ନାଥ ଅଭିବାଦନ ଗ୍ରହଣ କରୁଛନ୍ତି। ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *