ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କର ଓଡ଼ିଶାରେ କାର୍ଯ୍ୟକ୍ରମ ଏବଂ ଓଡିଶା ବାସୀଙ୍କୁ ସମ୍ବୋଧନ। କିନ୍ତୁ ରାଜଗାଙ୍ଗପୁର ରେ ପ୍ରତିଵାଦର ସ୍ୱର।

ରାଜ୍ୟ ସରକାରଙ୍କର ନୂତନ ନୀୟମ କୁ ବିରୋଧ କରି ପୂର୍ବତନ ସରକାରଙ୍କର ବିଭିନ୍ନ ମହିଳା ଏସ.ଏଚ.ଜି. ଗ୍ରୃପ ପକ୍ଷରୁ ରାଜଗାଙ୍ଗପୁର ବିଡ଼ିଓ କାର୍ଯ୍ୟାଳୟ ଠାରେ ଧାରଣା ଓ ପ୍ରତିବାଦ। ବିଡ଼ିଓ ଅକ୍ଷୟ କୁମାର ବାଗ ଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କଲେ ମହିଳା ମାନେ।

ଏହା ଏକ ରାଜ୍ୟସରକାରଙ୍କର ମହିଳା ବିରୋଧୀ କାର୍ଯ୍ୟ ବୋଲି ବିଧାୟକ ରାଜନ ଏକା ଙ୍କ ସମେତ ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ରାଜଗାଙ୍ଗପୁର ରୁ ଫଟୋ ନିୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।
