ଚଳିତ ମାସ ୧୫ ତାରିଖ ରେ ଭାରତ ପ୍ରସିଦ୍ଧ ଘୋଗର ଧାମ ଶୈବପୀଠ ଠାରେ ପବିତ୍ର ମହା ଶିବରାତ୍ରି ଓ ଜାଗର ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସୁଚାରୁରୂପେ ସମ୍ପାଦନ ପାଇଁ ଘୋଗର ଧାମ ଶୈବପୀଠ କମିଟିର ସଦସ୍ୟ ସମାଜସେବୀ ଜିତୁ ଦାସ, ଅଭିମନ୍ୟୁ ସାହୁ,ବ୍ରୀଜ ମୋହନ ଅଗ୍ରୱାଲ, ଗୋବିନ୍ଦ ସାହୁ, ସନ୍ଦୀପ ଅଗ୍ରୱାଲ ଓ କିଛି ସଦସ୍ୟ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ କିଶୋର ଦାଶ ଏସଡିପିଓ ବିଭୁତି ଭୁଷଣ ଭୋଇ ବିଡ଼ିଓ ଅକ୍ଷୟ କୁମାର ବାଗ ତହସିଲଦାର ଜଗବନ୍ଧୁ ମଲ୍ଲିକ ପୈରପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ଅଗ୍ନି ଶମ ବିଭାଗ,କାନ୍ସବାହାଳ ଫାଣ୍ଡି ଅଧିକାରୀ ଙ୍କୁ ସାକ୍ଷାତ କରି ଭକ୍ତ ଙ୍କ ସମାବେଶ ସମୟରେ ଗାଡ଼ି ରହଣି ସ୍ଥଳ, ଆଲୋକ ସେବା, ପାନିୟ ଜଳ ଭକ୍ତ ଙ୍କ ସୁରକ୍ଷା ସ୍ଵାସ୍ଥ୍ୟ ସେବା ଓ ବିଭିନ୍ନ ସମସ୍ୟାକୁ ନେଇ ବିସ୍ତୃତ ଭାବରେ ଆଲୋଚନା ପରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ପାଇଁ ନିବେଦନ ପତ୍ର ପ୍ରଦାନ କରିଥିଲେ।


ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
