ବର୍ତ୍ତମାନ ରାଜନୀତି ର ଉଷ୍ମତା ରେ ରାଜ୍ୟସଭା ନିର୍ବାଚନ ଏକ ପ୍ରମୁଖ ଭାଗ ନେଇଛି। ବଜେପି ର ଦୁଇଟି ରାଜ୍ୟସଭା ସିଟ ରହିଥିବା ବେଳେ ଗୋଟିଏ ବଜେପି ର ରହିଛି। ଆଉ ଚତୁର୍ଥ ରାଜ୍ୟସଭା ସିଟ ପାଇଁ କୌଣସି ଦଳ ପାଖରେ ଆବଶ୍ୟକ ଭୋଟ ନାହିଁ। ଏହି ପରିପ୍ରେକ୍ଷୀ ରେ ବଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯଦି ରାଜ୍ୟସଭାକୁ ଯାନ୍ତି, ତାହେଲେ ତାଙ୍କର ଓଡିଶା ରେ ଥିବା ରାଜନୀତିକ ଦବଦବା ଏକପ୍ରକାର ନିମ୍ନଗାମୀ ହେବବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି। ଆଉ ମଧ୍ୟ ବଜେପି ଦଳର ଗୋଲକ ମହାପାତ୍ର ଏବଂ ବଜେପି ଦଳ ରୁ ହାରିଥିବା ବଜେପି ବିଧାୟକ ପାର୍ଥି ଜଗନ୍ନାଥ ପ୍ରଧାନ ଏବଂ ବିଜାୟ ସିଂ ପାଲ ତୋମାର ଆଶାୟୀ ପାର୍ଥି ଅଛନ୍ତି ।ବିଜେଡି ଦଳର ତୃତୀୟ ପାର୍ଥି ପାଇଁ ଆଶାୟୀ ପାର୍ଥୀଙ୍କ ମଧ୍ୟରେ ବହୁ ବ୍ୟକ୍ତି ଅଛନ୍ତି। କିନ୍ତୁ ଚର୍ଚ୍ଚା ହେଉଛି ବିଜେଡି ଯାହାକୁ ବି ପାର୍ଥି କରୁ ସେ ଦିଲ୍ଲୀ ରେ ବିଜେଡି ଦଳପାଇଁ କାର୍ଯ୍ୟ କରିବାରେ ଆବଶ୍ୟକତା ଅଛି। ଚତୁର୍ଥ ରାଜ୍ୟସଭା ସିଟ ପାଇଁ ଦିଲପ ରାୟ, ଅଚ୍ୟୁତ ସାମନ୍ତ ଏବଂ ନଳିନୀ ପ୍ରଧାନ ଙ୍କ ଭଳି ନେତା ମାନେ ରାଜନୀତି ସ୍କାନର ରେ ଅଛିନ୍ତି ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
ବର୍ତ୍ତମାନ ରାଜନୀତି ର ଉଷ୍ମତା ରେ ରାଜ୍ୟସଭା ନିର୍ବାଚନ
