ବାହୁଡା ଯାତ୍ରାରେ ଶ୍ରୀ ଜିୟୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ପିଇବା ପାଣି ବଣ୍ଟନ

ପୁରୀ ଶ୍ରୀକ୍ଷେତ୍ର ପ୍ରବେଶ ଦ୍ଵାର ଅଠରନଳା ଠାରେ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ଓଡ଼ିଶା ପୁରୀ ସଭାପତି ପ୍ରସନ୍ନ କୁମାର ଲେଙ୍କା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠାନର ତରଫରୁ ସମ୍ପାଦିକା ସସ୍ମିତା ଶତପଥୀ ଙ୍କ ନେତୃତ୍ୱରେ ଶନିବାର ଦିନ ସକାଳ ୭ଟାରୁ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ଙ୍କୁ ଏକତ୍ର କରି ସମ୍ପାଦିକା ଉପସ୍ଥିତ ରହି
ବାହୁଡା ଯାତ୍ରାରେ ଶ୍ରୀ ଜିୟୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ପିଇବା ପାଣି ବଣ୍ଟନ କରା ଯାଇ ଥିଲା ଏହି ପିଇବା ପାଣି ସେବା ଦର୍ଶନାର୍ଥୀ ଭକ୍ତ ମାନ ଙ୍କୁ ଶାନ୍ତି ଶୁଙ୍ଖଳା ରେ ଅନୁଷ୍ଠାନ ର ସଭ୍ୟ ସଭ୍ୟା ମାନେ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା ରଥଯାତ୍ରା ଦିନ ଭକ୍ତମାନଙ୍କୁ ତିନି ହଜାର ପିଇବା ପାଣି ବଣ୍ଟନ କରାଯାଇ ଥିବାବେଳେ
ବାହୁଡା ଯାତ୍ରାରେ ଦୁଇ ହଜାର ଭକ୍ତମାନଙ୍କୁ ପିଇବା ପାଣି ବଣ୍ଟନ କରା ଯାଇଥିଲା ଏହି ଦୁଇ ଦିନ ଦର୍ଶନା ର୍ଥୀ ସେବା କାର୍ଯ୍ୟରେ ଚ଼ାଳଶି ରୁ ପଚ଼ାଶ ଜଣ ସଭ୍ୟାସଭ୍ୟା ଅଶଂଗ୍ରହଣ କରିଥିଲେ
ଭକ୍ତମାନଙ୍କ ସେବାକାର୍ଯ୍ୟ ରେ ସଭ୍ୟା ମଧୁସ୍ମିତା ସାହୁ ସଂଯୁକ୍ତା ବେହେରା ମହେଶ୍ୱରୀ ମହାନ୍ତି ଶ୍ରଦ୍ଧାଞ୍ଜଳି ସଂ ସଭ୍ୟ ପ୍ରମଦ ଜେନା ସୁରେଶ ଚନ୍ଦ୍ର ସାହୁ ମିଲୁ ସାହୁ ଅନିଲି ଜେନା ପଦ୍ମଲାଭ ମହାପାତ୍ର ବିଦୁ ଭୁଷଣ ନାୟକ ବାସନ୍ତି ମଲ୍ଲିକ ମନିଷା ମାହାନ୍ତି ଦେବାଶିଷ ମହାପାତ୍ର ସୁବାଷିନି ଶତପଥୀ ଦିପ୍ତ ମିଶ୍ର ଲକ୍ଷ୍ମୀପ୍ରିୟା ପଣ୍ଡା ଭାଗ୍ୟ ଲକ୍ଷ୍ମୀ ପଣ୍ଡା ପ୍ରଦିପ୍ତ ଘଟୁୟାରୀ ନୋମିନି ଶଗପଞ୍ଚ ପ୍ରତିନିଧି ଭୀମସେନ୍ ମାଝି ସଭ୍ୟ ମଦନ ମୋହାନ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ପିଇବା ପାଣି ସଂଦ୍ଦ୍ୟା ୭ଟା ପର୍ଯ୍ୟନ୍ତ ବଣ୍ଟନରେ ଭାଗ ନେଇ ଥିଲେ

Leave a Reply

Your email address will not be published. Required fields are marked *