ବିଜୁ ନବୀନ ଇନସ୍ପାରେସନ ଫାଉଣ୍ଡେସନ ବିଯୁଜନତା ଦଳକୁ ସନ୍ଦେହ ଘେର କୁ ନେଉଛି

ଫଟୋ ନିୟୁଜ, ” ନିୟୁଜ ରୁମ” କୁ ସ୍ୱାଗତ କରୁଛି ମୁଁ ବର୍ଷା।
“ବିଜୁ ନବୀନ ଇନସ୍ପାରେସନ ଫାଉଣ୍ଡେସନ” ଏକପ୍ରକାର ବିଯୁଜନତା ଦଳକୁ ସନ୍ଦେହ ଘେର କୁ ନେଉଛି। ପ୍ରଭାତ ବିଶ୍ୱାଳ ହେଉଛନ୍ତି ଜଣେ ଅନୁଭବି ନେତା। ସେ ଜଣେ ନେତା ଯାହାରକି ବିଜେଡି ଦଳ ପ୍ରତି ଆନ୍ତରିକତା ରହିଛି। ସେ ନିଜ ଅପେକ୍ଷା ଓଡିଶା ରାଜ୍ୟ ଏବଂ ବିଜେଡି ଦଳକୁ ବେଶୀ ଭଲପାଆନ୍ତି। ସେ ସଂତୃପ୍ତ ମିଶ୍ର, ଅଶୋକ ପରିଜା ଏବଂ ଭି.କେ ପାଣ୍ଡିଆନଙ୍କ ଦ୍ୱାରା କରାଯାଇଥିବା ଫାଉଣ୍ଡେସନ କୁ ଲୋକଲୋଚନ କୁ ଆଣିପାରିଛନ୍ତି ଏହା ଦ୍ୱାରା ସାଧାରଣରେ ବିଜେଡି ବଦନାମ ହେଉଛି। ପ୍ରଭାତ ବିଶ୍ୱାଳ ସାଧାରାଣ ରେ ପ୍ରଂଶସା ପାଉଛନ୍ତି। ଏଠାରେ ପ୍ରକାଶ ଥାଉକି ଶତୃପ୍ତ ମିଶ୍ର ରାଜ୍ୟସଭା କୁ ଗଲେ ମଧ୍ୟ ବିଜେଡି ଦଳରେ ଉପୁଜିଥିବା କାନ୍ଦଳକୁ ରୋକି ପାରିବେ ନାହିଁ। ଭି.କେ ପାଣ୍ଡିଆନ ଙ୍କର ବିଜେଡି ସହିତ ବିଶ୍ୱାସ ଘାତକତାରେ ସଂତୃପ୍ତ ମିଶ୍ର ଏବଂ ଅଶୋକ ପରିଜା ସାମିଲ ହେଲେ ବୋଲି ରାଜନ୍ୟତିକ ସମୀକ୍ଷକ ମାନେ ମତ ରଖୁଛନ୍ତି।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *