ବିଜେଡି ନେତୃତ୍ୱ ରେ ଅବନତି ଘଟିଛି ଏବଂ ନେତୃତ୍ୱ ର ସଂଙ୍କଟ ଘଟିଛି।

ଫଟୋ ନିୟୁଜ, “ନିୟୁଜ ରୁମ” କୁ ସ୍ୱାଗତ କରୁଛି ମୁଁ ବର୍ଷା। ରାଜାନୀତିକ ମହଲରେ ଚର୍ଚ୍ଚା ହେଉଛି ଶତୃପ୍ତ ମିଶ୍ର, ଦେବୀ ମିଶ୍ର, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାୟକ ଙ୍କ ଭଳି ବିଜେଡି ର ନେତା ମାନେ ଶସ୍ତା ରାଜନୀତି କରୁଛନ୍ତି। ସେମାନଙ୍କ ପାଖରେ ଏବେ କିଛିବି ନୀତି ଆଦର୍ଶ ଥିବା ଅନୁଭବ ହେଉ ନାହିଁ। ଏଠାରେ ସାମ୍ବାଦିକ ମାନେ ମଧ୍ୟ ପ୍ରାୟତଃ ଏକ ପ୍ରକାର ବାୟଷ୍ଟ ନିୟୁଜ ଦେଉଛନ୍ତି। ବାସ୍ତବ କ୍ଷତ୍ରରେ ଘୋଡା ବେପାର ହେଉ କି ଛେଳି ବେପାର ହେଉ ,ଏହା ଗଣତନ୍ତ୍ର ବିରୋଧୀ। ବିଜେଡି ପାଖରେ ତାଙ୍କ ଦଳର ଏମ.ଏଲ.ଏ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାପାଇଁ ସାହସ ନାହିଁ ବୋଲି ମତ ପ୍ରକାଶ ପାଉଛି। ଏହା ଆମ ନିଜସ୍ୱ ମତ ଯେ ବିଜେଡି ନେତୃତ୍ୱ ରେ ଅବନତି ଘଟିଛି ଏବଂ ନେତୃତ୍ୱ ର ସଂଙ୍କଟ ଘଟିଛି।ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *