ବିଜେପି, ବିଜେଡ଼ି ଏବଂ କଂଗ୍ରେସ ଦଳ ରାଜନୀତିରୁ ଉର୍ଦ୍ଧରେ ରହି ଶାରଦୀୟ ପୂଜା ପାଳନ କରିବା ପାଇଁ ସାଧାରଣରେ ମତ ରଖିଛନ୍ତି। କିନ୍ତୁ ପ୍ରତ୍ୟକ ସ୍ତରରେ ରାଜନୀତିକ ଦଳ ମାନେ ନିଜନିଜର ରାଜନୈତିକ ଫାଇଦା ପାଇଁ ସେମାନଙ୍କ ମତ ରଖିଥାନ୍ତି ବୋଲି ବୁଦ୍ଧିଜୀବୀ ଏବଂ ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି। ସେ ଯାହାବି ହେଉ ଆମ କ୍ୟାମେରା ଟିମ ସମୁଖରେ ଭୁବନେଶ୍ୱରର ବିଜେଡି ଏମଏଲ ଏ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ଏବଂ ବିଜେପିର ବାବୁ ସିଂ ସେମାନଙ୍କର ମତ ରଖିଛନ୍ତି। ସେମାନେ ଜନସାଧାରଣଙ୍କୁ ଶାରଦୀୟ ପୂଜାର ଶୁଭେଚ୍ଛା ଦେବାସହ ଶାନ୍ତି ଶୃଙ୍ଖଳାରେ ଚଳିତ ଦୁର୍ଗାପୂଜାକୁ ଉପଭୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
ଭୁବନେଶ୍ୱରରୁ ନଳିନୀ ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ବିଜେପି, ବିଜେଡ଼ି ଏବଂ କଂଗ୍ରେସ ଦଳ ରାଜନୀତିରୁ ଉର୍ଦ୍ଧରେ ରହି ଶାରଦୀୟ ପୂଜା ପାଳନ କରିବା ପାଇଁ ସାଧାରଣରେ ମତ
