ବିଜେପି ଯୁବମୋର୍ଚ୍ଚା ତରଫରୁ ମେଣ୍ଡା ଫାଣ୍ଡି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର : ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ସୁବର୍ଣ୍ଣପୁର ଜ଼ିଲ୍ଲା ତରଭା ବ୍ଲକ ଯୁବମୋର୍ଚ୍ଚା ମେଣ୍ଡା ମଣ୍ଡଳ ପ୍ରେସିଡେଣ୍ଟ ଶିବା ନାଏକ ଙ୍କ ଅଧକ୍ଷତାରେ ମେଣ୍ଡା ଫାଣ୍ଡିରେ କାର୍ଯ୍ୟରତ ପ୍ରେମରାଜ ସାହୁ ଙ୍କୁ ମେଣ୍ଡା ରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଜାଣନଇଥିଲ l

ପୋଲିସ ଦିନ ରାତି ଲୋକଙ୍କ ସେବାରେ ନିଜକୁ ନିଯୋଜିତ ରହିଛି l

ତାଙ୍କ ପରିଶ୍ରମ ଯୋଗୁଁ ସମସ୍ତେ ସୁରକ୍ଷିତ ରହିଛନ୍ତି l ତେଣୁ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ପୋଲିସ ଙ୍କୁ ଧନ୍ୟ ବାଦ ଦିଆଯାଇଛି l

ଏଥିରେ ମେଣ୍ଡା ଯୁବ ମୋର୍ଚ୍ଚା ତରଫରୁ ମେଣ୍ଡା ମଣ୍ଡଳ ପ୍ରେସିଡେଣ୍ଟ ଶିବ ନାଏକ, ବିଜ ସାହୁ, ସଦାନନ୍ଦ ନାଏକ, ରଞ୍ଜନ ପ୍ରଧାନ, ପିଣ୍ଟୁ ନାୟକ, କର୍ପୁଚନ, ପଞ୍ଚୁ ଜାଲ ଦେବାଶିଶ ନାୟକ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *