ବିଦ୍ୟୁତ୍ କର୍ମଚାରୀ ଙ୍କୁ ନିସ୍ତୁକ ପିଟିଲେ ୱାର୍ଡ ମେମ୍ବର, ପିପିଲି ସବ ଡିଭିଜନ ମୁକୁଣ୍ଡଦାସ ପୁର୍ ଗ୍ରାମର ୱାର୍ଡ ମେମ୍ବର ମହମ୍ମଦ ସାମ୍ ହୁକ ପକାଇ ବିଦ୍ୟୁତ୍ ଜାଳୁଥିବା ବେଳେ ବିଦ୍ୟୁତ୍ କର୍ମଚାରୀ ଏହାକୁ ବିରୋଧ କରିବାରୁ ନିର୍ଘାତ ମାଡ଼ ମାରିଛନ୍ତି ।
ବିଦ୍ୟୁତ୍ କର୍ମଚାରୀଙ୍କୁ ମେଡ଼ିକାଲ ନିଆଯାଇଥିବା ସୂଚନା ମିଳିଛି ।
ବିଦ୍ୟୁତ୍ କର୍ମଚାରୀ ଙ୍କୁ ନିସ୍ତୁକ ପିଟିଲେ ୱାର୍ଡ ମେମ୍ବର
