ବୁଢା ବୁଢୀଙ୍କୁ ବସ୍ତ୍ର ବଣ୍ଟନ

 

ମକର ସଂକ୍ରାନ୍ତି ଉପଲକ୍ଷେ ବିଧାୟକଙ୍କ ଦ୍ୱରା ଶାଢ଼ୀ ଓ ବସ୍ତ୍ର ବଣ୍ଟନ।
ରାୟଗଡା ବାସୀ ଙ୍କୁ ଆଜି ବିଧାୟକ ଆପୋଲ ସ୍ୱାମୀ କାର୍ଡlକା ପବିତ୍ର ମକର ସଂକ୍ରାନ୍ତି ରେ ଆମ୍ବଗୁଡା ନିକଟସ୍ଥ ନିଜ ବାସଭବନ ରେ ବୃଦ୍ଧାବୁଢା, ବୁଢ଼ୀ ମାନଙ୍କୁ ଓ ଅନ୍ୟ ନିରୀହ ଲୋକଙ୍କୁ ଶାଢ଼ୀ,ବସ୍ତ୍ର ବଣ୍ଟନ କାର୍ଯକ୍ରମ କରି ଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସଂlସଦ ସପ୍ତଗିରି ଶଙ୍କର ଉଲାକା ଓ ବିଧାୟକ ଆପୋଲ ସ୍ୱାମୀ ମିଶି ୪୦୦ ସହ ରୁ ଉର୍ଦ୍ଧ ବସ୍ତ୍ର ଗରିବ ଓ ନିରୀହ ଲୋକଙ୍କୁ ବଣ୍ଟନ କରି ଥିଲେ ।ଆଗାମୀ ଦିନ ରେ ମଧ୍ୟ ଏ ସେବା କାର୍ଯ୍ୟ ଚାଲିବ ଓ ଗରିବ ନିଷ୍ପେସିତ ବ୍ୟକ୍ତି ବିଶେଷଙ୍କ ସେବା ପାଇଁ ଆମେ ସଦା ସର୍ବଦା ପ୍ରସ୍ତୁତ ଅଛୁ ବୋଲି ବିଧାୟକ ପ୍ରକାଶ କରି ଥିଲେ। ଏହା ଏକ ଭଲ ଖବର।


ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *