ଭାସ୍କର ରାଓଙ୍କ ପତିୟାର ବଢିଛି

 

ରାୟଗଡାରେ ଆରମ୍ଭ ହେଲା ପୌର ଉପାଧକ୍ଷl ଭୋଟିଂ ଗଣତି।
ପୋୖରା ଉପାଧକ୍ଷାl ଶୁଭ୍ରl ପଣ୍ଡାଙ୍କ ବିରୁଧରେ ଭାସ୍କର ରାଓଙ୍କ ଗୋଷ୍ଠିର ୨୦ କାଉନ୍ସିଲର ଅନସ୍ତା ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବକୁ ନେଇ ଭୋଟିଂ ମଧ୍ୟ ହୋଇଥିଲା ,କିନ୍ତୁ ଏହି ଘଟଣା ବିରୁଢ଼ରେ ଶୁଭ୍ରl ପଣ୍ଡା ହାଇକୋର୍ଟ ର ଆଶ୍ରୟ ନେଇଥିଲେ।

ହାଇକୋର୍ଟର ରାୟ ଅନୁଯାଇ ଭୋଟିଂ ପରେ ଗଣତି ପ୍ରକ୍ରିୟା କୁ ବନ୍ଦ ରଖାଯାଇଥିଲା। ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ବ୍ୟଲେଟ ବକ୍ସ ଗୁଡିକୁ ସିଲ କରାଯାଇ ଟ୍ରେଜେରୀରେ ରଖା ଯାଇଥିଲା। ପୁନର୍ବାର ହାଇକୋର୍ଟଙ୍କ ରାୟପରେ ସେଗୁଡିକୁ ଖୋଲା ଯାଇ ଗଣତି ଅରମ୍ବ କରାଯାଇଅଛି। କିନ୍ତୁ ଫଳାଫଳ ସର୍ବସାଧାରଣ ନକରାଯାଇ ଅଫିସିଆଲି ରଖା ଜୀବାନେଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି ଭାସ୍କର ରାଓଙ୍କ ଜନସମର୍ଥନ ବଢିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *