ଭୁବନେଶ୍ୱର ଯୁନୀଟ -6 ଆଲୁମନି ଟ୍ରଷ୍ଟ ତରଫରୁ ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ

 

ଭୁବନେଶ୍ୱର ଯୁନୀଟ -6 ଆଲୁମନି ଟ୍ରଷ୍ଟ ତରଫରୁ ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହେଇଯାଇଅଛି। ସୂର୍ଯ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ଏହି ଉତ୍ସବ ରେ ୫୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।

ଗୋଟିଏ ରଙ୍ଗର ଗଞ୍ଜି ପିନ୍ଧି ନାଚଗୀତ କରି ବ୍ରେକଫାଷ୍ଟ ଏବଂ ମଧ୍ୟାହ୍ନ ଭୋଜନ କରିଥିଲେ।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *