ମତ୍ସ୍ୟ ଚାଷ ଦିବସ ଅନୁଷ୍ଠିତ

 

ରାୟଗଡା ଜିଲ୍ଲା ର ରାୟଗଡା ବ୍ଲକ ଜଳ ବିଭାଜିଲା ପ୍ରକଳ୍ପ ର କମ୍ୟୁନିଟି ହଲ ଠାରେ ବିଶ୍ୱ ମତ୍ସ୍ୟ ଚାଷ ଦିବସ ଅନୁଷ୍ଠିତ ହେଈ ଯାଇଛି l

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମୁରମୟ ପଣ୍ଡା ରାୟଗଡା. ଜିଲ୍ଲା କୃଷି ଅଧିକାରୀ ସାଇ ଶଙ୍କର ଚରଣ ରାୟଗଡା.ଜିଲ୍ଲା ପ୍ରକଳ୍ପ ସଞ୍ଜଯୋଗ ମିସନ ଶକ୍ତି ସୁଶାନ୍ତ କୁମାର ଗୌଡ଼ ରାୟଗଡା.ଜିଲ୍ଲା ମତ୍ସ୍ୟ ଅଧିକାରୀ ସମ୍ପଦ ସୁରୂପ ସାମଲ ରାୟଗଡା.ଅତିରିକ୍ତ ପ୍ରକଳ୍ପ ନିର୍ଦେସକ ଜଳଛାୟା ପ୍ରକଳ୍ପ ପ୍ରି୍ତୁଶ ନନ୍ଦ ପଟନାୟିକ ରାୟଗଡା ଓ ସରକାରୀ ମତ୍ସ୍ୟ ଅଧିକାରୀ ଉପସ୍ଥିତ ଥିଲେ l

କାର୍ଯ୍ୟକ୍ରମ ରେ ଜିଲ୍ଲା 11ଗୋଟି ବ୍ଲକ ରୂ ପ୍ରାୟ 60ରୂ ରୂ ଉର୍ଦ୍ଧ ମତ୍ସ୍ୟ ଚାଷୀ ଆସି କାର୍ଯ୍ୟ କର୍ମ ରେ ଯୋଗ ଦାନ କରି ଥିଲେ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *