“ପ୍ରିୟ କନ୍ଧମାଳବାସୀ, ଆଲୋକର ପର୍ବ ଦୀପାବଳି କେବଳ ଦୀପ–ପ୍ରଜ୍ବଳନ ନୁହେଁ, ଏହା ହେଉଛି ନୂଆ ଆଶା ଓ ପରିବର୍ତ୍ତନର ପ୍ରତୀକ” । ଆଜିର ଏହି ପର୍ବ ଆମକୁ ସେଇକଥା ସ୍ମରଣ କରାଏ– ଅନ୍ଧକାର କେତେ ବଡ଼ ହେଉ, ସତ୍ୟ, ନ୍ୟାୟ ଓ ଜନଶକ୍ତିର ଆଲୋକ ସଦା ବିଜୟୀ ହୁଏ। ଆସନ୍ତୁ, ଏହି ଦୀପାବଳିରେ ଭ୍ରଷ୍ଟାଚାର, ଦୁର୍ନୀତି, ଅସମାନତାର ଅନ୍ଧକାରକୁ ଜଳାଇ, କନ୍ଧମାଳର ପ୍ରତ୍ୟେକ ଘରକୁ ନୂତନ ସମୃଦ୍ଧି, ଉନ୍ନତି ଓ ଶାନ୍ତିର ଆଲୋକରେ ପ୍ରକାଶମାନ କରିବା।
ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ
