କେନ୍ଦୁଝର ଗସ୍ତ ରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆସି କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ରେ ମା ‘ ତାରିଣୀ ଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଘଟଗାଁ ରେ ପହଞ୍ଚିବା ପରେ କେନ୍ଦୁଝର ଜିଲ୍ଲାପାଳ ଓ ଏସପି ସ୍ବାଗତ କରିବା ସହ ମା’ ତାରିଣୀ ଙ୍କ ଦର୍ଶନ କରାଇବାରେ ସହଯୋଗ କରିଥିଲେ। ଦର୍ଶନ ସାରିବା ପରେ ତାଙ୍କୁ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଏବଂ ମହିଳା ମୋର୍ଚ୍ଚା ସଭାପତି ମମତା ସିଂ ଙ୍କ ଉପସ୍ଥିତି ରେ ଉତ୍ତୋରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଘଟଗାଁ ରୁ ମନୋଜ୍ କୁମାର ପାତ୍ର ଙ୍କ ରିପୋର୍ଟ ଫୋଟୋ ନ୍ୟୁଜ ଟାଇମସ।
ମା ‘ ତାରିଣୀ ଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
