ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଡ଼ାକବଙ୍ଗଳାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗଳାକାଟି ହତ୍ୟା।ହତ୍ୟା ସମ୍ବନ୍ଧ ରେ ସୁଚନା ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାସ, ଏସଡିପିଓ ବିଭୁତି ଭୁଷଣ ଭୋଇ ଥାନା ରେ କାର୍ଯ୍ୟରତ ପୋଲିସ ଓ ସୁରକ୍ଷା ବଳ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କାରୀ ଯୁବକ କୁ ମାରଣାସ୍ତ୍ର ସହ ଗିରଫ କରି ତଦନ୍ତ ଜାରି ରହିଛି। ଉକ୍ତ ଘଟଣା ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହେବା ସହ ଶୋକର ଲହରୀ ଖେଳିଯାଇଛି।ହତ୍ୟା କାଣ୍ଡ ଘଟିଛି ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଡ଼ାକବଙ୍ଗଳା ପରିସରରେ।
ରାଜଗାଙ୍ଗପୁର ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।
ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଡ଼ାକବଙ୍ଗଳାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗଳାକାଟି ହତ୍ୟା।
