ସୁନ୍ଦରଗଡ଼ ଜିଲ୍ଲା ଏସପି ଅମ୍ରିତପାଳ କୋର ଙ୍କ ଅଧ୍ୟକ୍ଷତାରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଉପ ଜିଲ୍ଲାପାଳ ତେଜସ୍ୱୀନି ବେହେରା ଡିଏସପି ଶାନ୍ତା ନୂତନ ସାମଦ ଏଏସପି ମହେନ୍ଦ୍ର ମୁର୍ମୁ ଏସଡିପିଓ ବିଭୁତି ଭୁଷଣ ଭୋଇ ଥାନା ଅଧିକାରୀ ବିଜୟ କିଶୋର ଦାଶ ତହସିଲଦାର ଜଗବନ୍ଧୁ ମଲ୍ଲିକ ବିଡ଼ିଓ ଅକ୍ଷୟ କୁମାର ବାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁଣ ଉପାଧ୍ୟକ୍ଷ ଏମଡି ଇରଫାନ ଆଖଡ଼ା କମିଟି ର ସଭାପତି ସନ୍ଦିପ ଦାସ ପିଡବ୍ଲୁଡି ରୋଶନ ତିଗ୍ଗା ଟାଟା ପାୱାର ଅଧିକାରୀ ସଞ୍ଜୀବ ମାହାନ୍ତି ବିଧାୟକ ପ୍ରତିନିଧି ଦେବରଞନ ବିନୋଦ ଅରୁଣ ସାମଳ ଟ୍ରକ୍ ମାଲିକ ସଂଘ ସଭାପତି ରାକେଶ ନନ୍ଦା ସମ୍ପାଦକ ମନୋଜ ବାଙ୍କା ମଜାର କମିଟି ସଭାପତି ସ୍ପାକ ଗୁଡ୍ଡା ଅଶୋକ ଦାସ ଜାଫର ମୋବିନ ଶେଖର ଦାହିମା ନୋମି ସନ୍ନାସି ବିଭିନ୍ନ ୱାର୍ଡ କାଉନସିଲର ମୁସଲିମ ସମ୍ପ୍ରଦାୟର ଲୋକେ ରାଜନୈତିକ ଦଳ ନେତା ବଜରଙ୍ଗ ଦଳ ର ସଦସ୍ୟ ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ସରକାରୀ ଗାଇଡ ଲାଇନ ଅନୁଯାୟୀ ରାମନବମୀ ଶୋଭାଯାତ୍ରା ପାଳନ ପାଇଁ ସମସ୍ତେ ଏକମତ ହୋଇଥିଲେ। ଆଇନ୍ ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ଅମ୍ରିତପାଳ କୋର ସୁଚନା ଦେଇ ଜନସାଧାରଣ ଓ ସବୁ ସମ୍ପ୍ରଦାୟର ର ଲୋକଙ୍କ ସହଯୋଗ କାମନା କରିଥିଲେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ରାମନବମୀ ଶୋଭାଯାତ୍ରା ନିମନ୍ତେ ୨୩ଟି ଆଖଡ଼ା କମିଟି ସଭାପତି ଓ ସଦସ୍ୟ ଙ୍କୁ ସରକାରୀ ଗାଇଡ ଲାଇନ ଅବଗତ କରାଇଥିଲେ।

