ରାଜ୍ୟ ରାଜସ୍ବ ଅମଲା ସଙ୍ଘ ର ବନ୍ଧ ଡାକରା

ରାଜ୍ୟ ରାଜସ୍ବ ଅମଲା ସଙ୍ଘ ର ବନ୍ଧ ଡାକରା ରେ ରାୟଗଡା ଶାଖା ର ବହୁ କର୍ମୀ ରାଜସ୍ବ ବିଭାଗ ର ଅମଲା କଲମ ଛାଡ ଆନ୍ଦୋଳନ ରେ ଅଂଶ ଗ୍ରହଣ କରି ଛନ୍ତି l ଜିଲ୍ଲା ସଭାପତି ମନୋଜ କୁମାର ରଥ ଙ୍କ ଅଧକ୍ଷତା ରେ ଜିଲ୍ଲା ଅମଲା ପାଠାଗାର ରେ ଅନୁଷ୍ଠିତ ହେଇ ଯାଇଛି l ଯେଉଁ ପର୍ଯନ୍ତ ସରକାର ଆମର ଦାବୀ ପୂରଣ ନ କରିଛନ୍ତି ସେ ପର୍ଯନ୍ତ ସମସ୍ତେ ଛୁଟି ରେ ରହିବେ ବୋଲି ନିଷ୍ପତି ଗ୍ରହଣ କରି ଛନ୍ତି l 10ଦଫା ଦାବୀ ଗୁଡିକ ମଧ୍ୟ ରେ ଜିଲ୍ଲା ସ୍ତର ରେ କାର୍ଯ୍ୟ ରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଆର ଏସ ପି 2017ମସିଆ ନିୟମ ଅନୁଯାଇ ଲେବୁଲ 9 କୁ ବୃଦ୍ଧି କରା ଯାଉ l 2020 ରେ ଲାଗୁ ହେଇ ଥିବା ପୁନ ଥାଇ ଥାନ ଯୋଜନା ର ନିୟମା ବଳି ସମ୍ପୂର୍ଣ ଉଚ୍ଚାଦ କରାଯାଇ 1990 ମସିହା ରେ ଲାଗୁ ହେଇ ଥିବା ନିୟମ ବଳି କୁ ପୁନ ପ୍ରଚଳନ କରା ଯାଉ l ମୃତ ସରକାରୀ କର୍ମ ଚାରି ଙ୍କ ପରିବାର ଯେ କୌଣସି ସଦସ୍ୟ ସଦସ୍ୟା ଙ୍କୁ ଯୋଗ୍ୟତା ଭିତି ରେ ନିଯୁକ୍ତି ପ୍ରଦାନ କରିବା l ଜିଲ୍ଲା ସ୍ତର ରେ କାର୍ଯ୍ୟ ରତ କରୁ ଥିବା ରାଜସ୍ୱ କର୍ମ ଚାରି ଙ୍କୁ ଓଡିଶା ରାଜସ୍ବ ସେବା ପଦବୀ ରେ ପଦନୁଟି ଦିୟା ଯାଉ l ନୂଆ ପେନସନ ଯୋଜନା କୁ ରଧ କରି ସରକାରୀ କର୍ମ ଚାରି ଙ୍କୁ ପୁରାତନ ପେନସନ ଯୋଜନା କରା ଯାଉ l ଏହି ବୈଠକ ରେ ଜିଲ୍ଲା ସଭାପତି ମନୋଜ ରଥ. ଗଦା ଧର ପାତ୍ର. ଅରୁଣ ପାଢ଼ୀ. ରାମ ଚନ୍ଦ୍ର ରଥ. ରବି ପାଠଯୋଶୀ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *