ରାୟଗଡାରେ ଛାତ୍ରୀଙ୍କ ଅସଦାଚରଣ

ରାୟଗଡାର ପୂର୍ବତନ “U G M I T” ର “H O D” ଙ୍କ ବିରଧରେ ରେ ଛାତ୍ରୀଙ୍କୁ ଅସଦା ଚରଣ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ମାନେ।


ଏହି ଅନୁଷ୍ଠାନର ଜଣେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ପୂର୍ବତନ H O D ପ୍ରଦୀପ କୁମାର ତ୍ରିପାଠୀ ଅସଦାଚରଣ ଅଭିଯୋଗ ନେଇ ଛାତ୍ରୀ ଜଣକୁ ନ୍ୟାୟ ଦେବାପାଇଁ ଫାଟକ ଆଗରେ ଧାରଣରେ ବସିଛନ୍ତି ଛାତ୍ରଛାତ୍ରୀ ମାନେ।ରାୟଗଡାରେ ଆମ କ୍ୟାମେରା ଟିମ ଉତ୍ତଳନ କରିଥିବା ଛାତ୍ର ଆନ୍ଦୋଳନକୁ ଆମେ ପ୍ରସାରଣ କରୁଅଛୁ।


ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *