ରାୟଗଡା ସହରରେ ଏକ ପ୍ରଖାଳୟରେ ବୁଦ୍ଧିଯିବି ମାନଙ୍କ ସମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି lଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ବାଣିଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ରାୟଗଡା ଗ୍ରସ୍ତରେ ଆସି ବୁଦ୍ଧି ଯିବି ସମାରୋହରେ ଯୋଗଦେଇଥିଲେ l ସେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଥିଲେଯେ ବିକଶିତ ଓଡିଶା ପରିକଳ୍ପନାରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଲକ୍ଷ ନବେ ହଜାର କୋଟି ଟଙ୍କାର “ବଜେଟ ୨୦୨୪-୨୦୨୫” ଉପସ୍ଥାପନା କରାଯାଇଛି l କାର୍ଯ୍ୟକ୍ରମରେ ବ୍ୟୟ ଲକ୍ଷ୍ୟ ସତୁରି ହଜାର କୋଟି ଟଙ୍କା ରଖାଯାଇଛି। ସେ କହିଛନ୍ତି ଯେ ସବୁ ଯୋଜନା କାର୍ଯ୍ୟକାରୀ କରାଯିବ। ରାୟଗଡାରେ ମେଡିକାଲ କଲେଜ କରାଯିବ ବୋଲି ଘୋଷଣା କରିଥିଲେ ଏବଂ ରାୟଗଡାରେ ରେଳଡିଭିଜନ କରାଯିବ।
ରାୟଗଡା ସହରରେ ଏକ ପ୍ରଖାଳୟରେ ବୁଦ୍ଧିଯିବି ମାନଙ୍କ ସମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l
