“ଯା ଦେବୀ ସର୍ବରେଭୁତେଷୁ ମାତୃରୂପେଣ ସଂସିତା. ନମଃ ତତ୍ସମେଇ ନମଃ ନମଃ”। ଶାରଦୀୟ ଦୁର୍ଗା ପୂଜା ର ଅଭିନନ୍ଦନ । ପୃଥିବୀ ରେ ଯେବେ ଯେବେ ପାପ ର ଭାର ବଢିଯାଏ ଠିକ ସେହି ସମୟରେ ପୃଥିବୀ ପୃଷ୍ଟ ରେ ପାପୀ ଙ୍କୁ ନଷ୍ଟ କରିବାକୁ ଦେବ ଲୋକ ରୁ ଦେବା ଦେବି ଅବତରଣ କରନ୍ତି ।ସେମିତି ମା ଦୁର୍ଗା ଅସୁରଙ୍କୁ ମାରିବା ପାଇଁ ଅବତରଣ କରିଥିଲେ। ଦୁର୍ଗାପୂଜା କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଂକିକୋଟ ରେ ଦୁଇଟି ଜାଗା ରେ ଖୁବ ଧୂମଧାମ ରେ ପାଳନ କରାଯାଉଛି।
ଭକ୍ତ ଙ୍କୁ ମା ଧରାପୃଷ୍ଟ ରେ ଦର୍ଶନ ଦେଉଛନ୍ତି। ଦୁଇଟି ପୂଜା କମିଟି ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା କରିଛନ୍ତି। ଶ୍ରୀ ଦୁର୍ଗା କମିଟି ଟିକିରା ଢେଂକିକୋଟ ର ସଭାପତି ସନ୍ତୋଷ କୁମାର ଶତପଥୀ , ସମ୍ପାଦକ ଅମର ସିଂ, କର୍ତ୍ତା ହଳଧର ବେହେରା,କୋଷାଧକ୍ୟ ଗୀତା ଦାସ ପଟ୍ଟନାୟକ, ଦୀପକ ବେହେରା, ଅଜୟ ସାହୁ ଏବଂ ଲଷ୍ମୀଧର ରଣା ପ୍ରଥମ ପୂଜା କମିଟିର କାର୍ଯ୍ୟକର୍ତ୍ତା ଅଟନ୍ତି। ଶାରଦୀୟ ଦୁର୍ଗା ପୂଜା କମିଟି ଦେବୀ ମଣ୍ଡପ ଟିକିରା ଢେଂକିକୋଟ ର ସଭାପତି ଚିତ୍ତରଞ୍ଜନ ସାହୁ, ସଂଯୋଜକ, ଶତ୍ରୁଘ୍ନ ସାହୁ ,ଉତ୍ତମ କୁମାର ନାୟକ ,ବଏଲୋଚନ ବେହେରା ,ମୁଖ୍ୟ ପୁରଧା ସଭ୍ୟ ଲଲାଟ ସାହୁ ,ଗତିକୃଷ୍ଣ ଦଳାଇ ,ରବି ମହାପାତ୍ର, ଅକ୍ଷୟ ମହାନ୍ତ ,ଗୁଡ଼ୁ ପାଳ, ବୁବୁ ସାହୁ, ଅଭିମନ୍ୟୁ ପଲେଇ, ମଣ୍ଟୁ ସା, ମନୋରଞ୍ଜନ ସାହୁ ଏବଂ ସନ୍ତୋଷ ବେହେରା ଦ୍ଵିତୀୟ ପୂଜା କମିଟିର ସହଯୋଗୀ ସଦସ୍ୟ ଅଟନ୍ତି।
ଘଟଗାଁ ରୁ ମନୋଜ କୁମାର ପାତ୍ରଙ୍କ ରିପୋର୍ଟ୍, ଫଟୋ ନ୍ୟୁଜ ଟାଇମସ୍।
ଶାରଦୀୟ ଦୁର୍ଗା ପୂଜା ର ଅଭିନନ୍ଦନ
