ସୁନୀଲ ସିଂହ ଯାଦବ ତଥା ଓଡ଼ିଶା ସମାଜବାଦୀ ପାର୍ଟିର ପ୍ରଭାରୀ ଦୃଢ଼କ୍ତି ରଖି କହିଛନ୍ତି

ସୁନୀଲ ସିଂହ ଯାଦବ ତଥା ଓଡ଼ିଶା ସମାଜବାଦୀ ପାର୍ଟିର ପ୍ରଭାରୀ ଦୃଢ଼କ୍ତି ରଖି କହିଛନ୍ତି ଜେ ଶିବା ହାତୀ ପ୍ରଦେଶ ଅଧ୍ୟକ୍ଷ ଅଛନ୍ତି। ଦେବେନ ଭାଇ ପୂର୍ବତନ ବିଧାୟକ ଦଳରେ ଅଛନ୍ତି

। ସମଗ୍ର ଦଳ, ଆମେ ସମସ୍ତେ ମିଶି ଓଡ଼ିଶାରେ ସମାଜବାଦୀ ପାର୍ଟିକୁ ମଜବୁତ କରୁଛୁ ଏବଂ ଆଗକୁ ବଢ଼ାଉଛୁ । ଜିଲ୍ଲା ସଭାପତି, ବିଧାନସଭା କମିଟି, ବୁଥ୍ କମିଟି, ଆମେ ଏସବୁ ଗଠନ କରି ଓଡ଼ିଶାକୁ ଏକ ନୂତନ ବିକଳ୍ ଭାବରେ ସମାଜବାଦୀ ପାର୍ଟିକୁ, ମାନ୍ୟବର ଅଖିଳେଶ ଯାଦବ ଜୀଙ୍କ ନେତୃତ୍ୱରେ, ତାଙ୍କ ଚିନ୍ତାଧାରା, ତାଙ୍କ ଆନ୍ଦୋଳନ ଏବଂ ତାଙ୍କ ଦୂରଦୃଷ୍ଟିକୁ ନେଇ ଆମେ ଓଡ଼ିଶାରେ କାମ କରୁଛୁ ।

କାରଣ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଅଛି ଏବଂ ବିଜେପି ସରକାର ଯାହା କହିକି ଆସିଥିଲା, ତାହା କରୁନାହିଁ । ସେମାନେ ମିଛ ପ୍ରମାଣିତ ହୋଇଛନ୍ତି ।
ଫୁଲବାଣୀରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *