୧୩ ତମ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ

 

ଲଣ୍ଡାଗାଁର ଶ୍ରୀ ବିରାଟେଶ୍ଵର କ୍ରିକେଟ କ୍ଲବ ତରଫରୁ ୧୩ ତମ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ତା 23.12.25ଠାରୁ ଆରମ୍ଭ ତା 27.12.25.ପର୍ଯ୍ୟନ୍ତ ଚାଲୁ ରହିବ। ମସାଲ ଶୋଭାଯାତ୍ରା ରେ ଯୋଗ ଦେଇ ଥିଲେ ପୂର୍ବତନ ମହିଳା ଜିଲ୍ଲା ପରିଷଦ ,ଚନ୍ଦ୍ରମା କହଁର ଭାରତୀୟ ଜନତା ପାର୍ଟୀ ର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ।

ଓ୍ଵ।ଡ଼ ସଭ୍ୟ ଅଭିରାମ ରଣା ଓ ଯୁବକ ସଂଘ ର କାର୍ଯ୍ୟ କର୍ତ୍ତା ଯୋଗେଶ୍ଵର ରଣା ,ରଵିନ୍ଦ୍ର କୁଦେଈ , ସଞ୍ଜୟ ରଣା ,ଟଙ୍କଧର ରଣା,ପ୍ରସାନ୍ତ ବେହେରା,ନକୁଳ ବାଘ,ଅନକୁଲ ରଣା,ଵୈକୁଣ୍ଠ ନାୟକ, ମନୋଜ ନାୟକ,ତପନ ବେଶ୍ରା , ସିମଞ୍ଚଳ ବେଶ୍ରା,ରାଜୁ ନାୟକ,ମହେନ୍ଦ୍ର ବାଘ,ବାଲ୍ମୀକି ମଲିକ, ଦିପକ ମଲିକ,ସଞ୍ଜୀବ କୁଦେଇ,ଝୁଲୁ ସାହୁ,ପ୍ରଶାନ୍ତ ସାହୁ ,ଗୋବିନ୍ଦ ରଣା,ବିରାଟ ରଣା ଯୁବନେତା ପ୍ରେମରଜ ଭୋଇ ଜରିପୋର୍ଟର ପ୍ରଭାତ କୁମାର ପ୍ରମୁଖ ଯୋଗ ଦେଇଥିଲେ।

 


ସମିତି ସଭ୍ୟ ହେମ ସାଗର ମଝି ସମାଜ ସେବୀ ଦୂର୍ବସ ଭୋଇ ,ବିଶ୍ବରଂଜନ ଭୋଇ,ଗଣେଷ ରଣା, ଉପସ୍ଥିତି ରେ ଦିନିକିଆ କ୍ରିକେଟ ମ୍ୟାଚ୍ “ଅଙ୍କିତ ୧୧”ସହିତ ଏକେ ୪୭ ଶୁଭାରମ୍ଭ କରିଛନ୍ତି।
ବାଲିଗୁଡ଼ାରୁ ପ୍ରଭାତ କୁମାର ମଟାଲିଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *