news ରାଜ୍ୟ ସ୍ୱତନ୍ତ୍ର

ରାୟଗଡାରେ ମାୟାବତୀଙ୍କ ଶକ୍ତି ପ୍ରଦର୍ଶନ

  ଜନକଲ୍ୟାଣକାରୀ ଦିବସରେ ରାୟଗଡାରେ ବି.ଏସ.ପି.ର ଶକ୍ତି ପ୍ରଦର୍ଶନ।ରାୟଗଡା ସହର ଗର୍ଜି ଉଠିଥିଲା। ବହୁଜନ ସମାଜ ପାର୍ଟି ପକ୍ଷରୁ ରାୟଗଡା ସଦର ସ୍ଥିତ ତେଜସ୍ୱୀ ପଡିଆ ଠାରେ…

news ରାଜ୍ୟ ସ୍ୱତନ୍ତ୍ର

ବୁଢା ବୁଢୀଙ୍କୁ ବସ୍ତ୍ର ବଣ୍ଟନ

  ମକର ସଂକ୍ରାନ୍ତି ଉପଲକ୍ଷେ ବିଧାୟକଙ୍କ ଦ୍ୱରା ଶାଢ଼ୀ ଓ ବସ୍ତ୍ର ବଣ୍ଟନ। ରାୟଗଡା ବାସୀ ଙ୍କୁ ଆଜି ବିଧାୟକ ଆପୋଲ ସ୍ୱାମୀ କାର୍ଡlକା ପବିତ୍ର ମକର…

news ରାଜ୍ୟ ସ୍ୱତନ୍ତ୍ର

ନୀଳକଣ୍ଠେଶ୍ଵର ମନ୍ଦିରରେ ସାଂସଦ

  ନୀଳକଣ୍ଠେଶ୍ଵର ମକର ମେଳା ଉଦଘାଟିତ। ଘଟଗାଁ ବ୍ଲକ ବହାଟିପୁର ନୀଳକଣ୍ଠେଶ୍ଵର ମକର ମେଳା ଉଦଘାଟିତ ହେଇଯାଇଛି। ଉଦଘାଟନ ଉତ୍ସବରେ କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ…

news ଅପରାଧ ରାଜ୍ୟ ସ୍ୱତନ୍ତ୍ର

ପାଣି ପଞ୍ଚାୟତ କକ୍ଷ

କନ୍ଧମାଳ ଜିଲ୍ଲାର ଫୁଲବାଣୀ ଅବସ୍ଥିତ କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟରେ ଆଜି ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମଟି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୂର୍ଯ୍ୟ…

news ରାଜ୍ୟ ସ୍ୱତନ୍ତ୍ର

ପୁସ୍ତକ ମେଳା

  ଉଦ୍ୟାପିତ ହେଲା କେନ୍ଦ୍ରାପଡା ତ୍ରୟୋବିଂଶତମ ପୁସ୍ତକ ମେଳା। ଭଲ ବହି ଆରମ୍ଭହୁଏ ଆନନ୍ଦରୁ ଜ୍ଞାନରୁ ଶେଷ ହୁଏ। କେନ୍ଦ୍ରାପଡ଼ା ଇଭେ ମ୍ୟାନେଜର୍ସ (କେମ୍) ଦ୍ୱାରା ଆୟୋଜିତ…

news ଅପରାଧ ରାଜ୍ୟ ସ୍ୱତନ୍ତ୍ର

ଅବକାରୀ ବିଭାଗ ଧ୍ୟାନ ଦିଅନ୍ତୁ

  ସରକାରଙ୍କର ଅଧିକାରୀ ମାନଙ୍କ ସ୍ୱଛତା ଜଣାପଡ଼ିଯାଏ ଦୋକାନୀ ମାନଙ୍କର ଅନ୍ୟମିତତାରୁ। ଏଭଳି ଏକ ଘଟଣା ଘଟିଛି, ଚିକିଟି ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନୀ ଚଢ଼ା…

ରାଜ୍ୟ ସ୍ୱତନ୍ତ୍ର

ଆଦିତ୍ୟ ବିର୍ଲା କମ୍ପାନୀର ସିଇଓଙ୍କ ଆଲୋଚନା

  ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ୱାସନ ଦେଲେ ଆଦିତ୍ୟ ବିରଲା କମ୍ପାନୀ ସିଇଓ। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ କଂଶରିଗୁଡ଼ା ଠାରେ ଆଦିତ୍ୟ ବିରଲା କମ୍ପାନୀ ପକ୍ଷରୁ…

news ଅପରାଧ ରାଜ୍ୟ ସ୍ୱତନ୍ତ୍ର

ଦକ୍ଷ ଅଫିସର ବିଜୟ ଦାସ

  ରାଜଗାଙ୍ଗପୁର ପୋଲିସ ଚୋରି ଅଭିଯୋଗରେ ଜଡ଼ିତ ଅଭିଯୁକ୍ତ କୁ ଗିରଫ କରିବା ସହ ଚୋରି ହୋଇଥିବା ଟଙ୍କା ଜବତ କରିବାରେ ସଫଳ ହେଲେ। ରାଜଗାଙ୍ଗପୁର ଥାନା…