ଶିଳ୍ପପତି ଓ ପୁଞ୍ଜିନିବେଶକାରୀ ଓଡିଶାକୁ ନେଇ ଖୁବ୍ ଆଗ୍ରହୀ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ତରଣ ମାଝୀ କହିଛନ୍ତି
ଶିଳ୍ପପତି ଓ ପୁଞ୍ଜିନିବେଶକାରୀ ଓଡିଶାକୁ ନେଇ ଖୁବ୍ ଆଗ୍ରହୀ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ତରଣ ମାଝୀ କହିଛନ୍ତି। ଦିଲ୍ଲୀରେ ପୂଞ୍ଜିନିବେଶ ସମ୍ମିଳନୀ ସମ୍ପର୍କରେ ସୂଚନା ଦେଲାବେଳେ…
