Author: Editor photonewstimes
ମୁକୁଣ୍ଡୁପୁରୁ ଘାଟିରେ ଓଲଟିଲା ବସ ୨୩ ଆହତ ୩ଗୁରୁତ୍ୱର।
ମୁକୁଣ୍ଡୁପୁରୁ ଘାଟିରେ ଓଲଟିଲା ବସ”, ୨୩ ଆହତ ୩ଗୁରୁତ୍ୱର। ରାୟଗଡା ଜିଲ୍ଲାର କୋଲନରା ବ୍ଳକ ଅନ୍ତର୍ଗତ ମୁକୁନ୍ଦୁପୁରୁ ଘାଟିରେ ଓଲଟିଲା ବସ। ଗାଡି ନମ୍ବର ହେଉଛି “OD-21-A-3777”…
ବିଗତ ଦିନରେ ଏହି ସବୁ ଖଣି ଖାଦାନ ଉପରେ ସରକାରଙ୍କର ବିଭିନ୍ନ ବିଭାଗ ଚଢାଉ କରି ବହୁତ ଗାଡି
ସରକାରଙ୍କ ନୂଆ ନିୟମ ଅନୁଯାୟୀ ନଦୀବାଲିକୁ ଏବେ ଲଘୁ ଖଣିଜ ପଦାର୍ଥରେ ଅନ୍ତର୍ଭୁକ୍ତ କରାଯାଇଛି। ମାଙ୍କଡ଼ା ପଥର, କଳା ମୁଗୁନି ପଥର, ମୋରମ୍ ଆଦିକୁ ଏହି ଶ୍ରେଣୀରେ…
14 Congress MLAs were suspended from the Odisha assembly
Congress Party to protest at Odisha Assembly. The BJP central leadership cracked the whip on rebels as it expelled Karnataka…
ଖାକିରେଲାଗିଲାକଳଙ୍କରଦାଗ।ଗଞ୍ଜେଇରଖିବାମହଙ୍ଗାପଡିଲା।ତିନିଜଣଆଇ ଆର ବି ଯବାନଗିରଫହେଲେ l
ଖାକିରେଲାଗିଲାକଳଙ୍କରଦାଗ।ଗଞ୍ଜେଇରଖିବାମହଙ୍ଗାପଡିଲା।ତିନିଜଣଆଇ.ଆର.ବି. ଯବାନଗିରଫହେଲେ l ବୌଦ୍ଧଜିଲ୍ଲାରୁଫଟୋନ୍ୟୁଜଟାଇମସ୍ରସାମ୍ବାଦିକବାସୁଦେବଷlଣ୍ଢଙ୍କରିପୋର୍ଟ୍। ଆଇନଶୃଙ୍ଖଳାରକ୍ଷାକରୁଥିବାକର୍ମଚାରୀଯେତେବେଳେଆଇନ୍ଅମାନ୍ୟକରେ, ତାକୁଦଣ୍ଡିତକରିବାକଷ୍ଟକର।ଏଭଳିଏକଦୃଷ୍ଟାନ୍ତମୂଳକମାମଲାବୌଦ୍ଧଜିଲ୍ଲାରେହୋଇଅଛି। ଆଇ.ଆର.ବି. ଯବାନକୁବାନ୍ଧିଛିରାଜ୍ୟପୋଲିସ l ଏମିତିଏକଘଟଣାଦେଖିବାକୁମିଳିଛିବୌଦ୍ଧଜିଲ୍ଲାମନମୁଣ୍ଡାଥାନାଅଞ୍ଚଳରେ l ପୋଲିସବାରେକରେଗଞ୍ଜେଇରଖିଥଲେତିନିଜଣଯବାନ l ଏହିଯବାନମାନେବୌଦ୍ଧ୫ମଆଇଆର୍ବିବାଟାଲିୟନରଅଟନ୍ତି।ଏମାନେମନମୁଣ୍ଡାଥାନାରେକାର୍ଯ୍ୟରତଥିଲେ l ବାରାକରେଗଞ୍ଜେଇରଖିଥବାଜିଲ୍ଲାଆରକ୍ଷୀଅଧିକ୍ଷକକୌଣସିସୂତ୍ରରୁଜାଣିବାପରେଥାନାକୁଆସିବାରାକକୁଯାଇଯାଞ୍ଚକରିଥିଲେ l ଯାଞ୍ଚକରିବାରୁବାରାକରୁଗଞ୍ଜେଇଜବତକରିଥିଲାମନମୁଣ୍ଡାପୋଲିସ l ତେଵେଜବତ୍ଗଞ୍ଜେଇକୁଓଜନକରିବାରୁଗଞ୍ଜେଇରପରିମାଣ୧୫କେଜି୯୩୦ଗ୍ରାମବୋଲିଜଣାପଡିଲା।ଏହିଘଟଣାରେଆଇଆର୍ବିପୋଲିସରକୁନାଲସିଂ,…
Consumer awareness can reduce chances of fraud
“Consumer awareness can reduce chances of fraud” has narrated by the Minister Shri Patra World Consumer Rights Day is celebrated…
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ “ଢେଙ୍କାନାଳର ଗୋବିନ୍ଦପୁରରେ ସମନ୍ୱିତ ପ୍ୟାକ୍ ହାଉସ୍ (IPH)ର…
ଗଞ୍ଜେଇ ବେପାରୀଙ୍କ ପୋଲିସଙ୍କ ଉପରେ ଜୁଲମ୍ ଏକ ଭିନ୍ନ ମତ ସୃଷ୍ଟି କରୁଛି।
ଗଞ୍ଜେଇ ବେପାରୀଙ୍କ ପୋଲିସଙ୍କ ଉପରେ ଜୁଲମ୍ ଏକ ଭିନ୍ନ ମତ ସୃଷ୍ଟି କରୁଛି। ଯଦି ପୋଲିସ ମାନେ କଳା ବ୍ୟବସାୟୀଙ୍କ ସହ ଅନୈତିକ ସମ୍ପର୍କ ରଖିନଥାନ୍ତେ, ତାହେଲେ…
ଅଙ୍ଗନବାଡି କର୍ମୀମାନଙ୍କର ବିଭିନ୍ନ ଦାବି ନେଇ ଧର୍ମଘଟ ରାଲି ଏବଂ ଜିଲ୍ଲାପାଳଙ୍କ ଅଫିସ ଘେରାଉ
କେନ୍ଦୁଝର ଜିଲ୍ଲା ଅଙ୍ଗନବାଡି କର୍ମୀମାନେ ଓ ଭାରତୀୟ ମଜଦୁର ସଂଘର ମିଳିତ ଆନୁକୁଲ୍ୟରେ ଅଙ୍ଗନବାଡି କର୍ମୀମାନଙ୍କର ବିଭିନ୍ନ ଦାବି ନେଇ ଧର୍ମଘଟ ରାଲି ଏବଂ ଜିଲ୍ଲାପାଳଙ୍କ ଅଫିସ…
