news ରାଜନୀତି ରାଜ୍ୟ ସ୍ୱତନ୍ତ୍ର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କର ବଜେଟ ସମ୍ବଧିୟ ଅଭିଭାଷଣ ପୂର୍ବରୁ କିଛି ମତ “ବେଲପଚିଲେ କାଉର କି ଲାଭା ହୁଏ”

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କର ବଜେଟ ସମ୍ବଧିୟ ଅଭିଭାଷଣ ପୂର୍ବରୁ କିଛି ମତ ଓ ମନ୍ତବ୍ୟ ଗୁଂଜରଣ ହେଉଥିଲା ଯେ “ବେଲପଚିଲେ କାଉର କି ଲାଭା ହୁଏ”…

news ରାଜନୀତି ରାଜ୍ୟ ସ୍ୱତନ୍ତ୍ର

ଧାନମଣ୍ଡି ପ୍ରସଙ୍ଗକୁ ନେଇ ବଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

ଧାନମଣ୍ଡି ପ୍ରସଙ୍ଗକୁ ନେଇ ବଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ। ଧାନ କିଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ମତ ରଖିଲେ ମନମୋହନ ସାମଲ।…

news ରାଜନୀତି ରାଜ୍ୟ ସ୍ୱତନ୍ତ୍ର

ମୋ ବାପାଙ୍କର ହଳେ ପ୍ରଜାପତିଆ ନିଶ ଅଛି

ତମେ କିଏ ପଚାରିଲେ କୁହନ୍ତି “ମୋ ବାପାଙ୍କର ହଳେ ପ୍ରଜାପତିଆ ନିଶ ଅଛି”।ନିଜର ବାପାଙ୍କ ନାମରେ ପରିଚୟ ପାଇଥିବା ବ୍ୟକ୍ତି ହେଉଛନ୍ତି ସଂତୃପ୍ତ ମିଶ୍ର। ତାଙ୍କର ବାପା…

news ରାଜନୀତି ରାଜ୍ୟ ସ୍ୱତନ୍ତ୍ର

ପାଟକୁରା ରାଜନୀତି ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚାର ବିଷୟ

  ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ନିଲମ୍ବନ କରିଛି । ଏହି ନିଲମ୍ବନ ପ୍ରତିବାଦରେ ପାଟକୁରା ନିର୍ବାଚନମଣ୍ଡଳୀର କଳାବୁଦା ଶନି ମନ୍ଦିର ପଡିଆରେ ଏକ ପ୍ରତିବାଦ…

news ରାଜନୀତି ରାଜ୍ୟ ସ୍ୱତନ୍ତ୍ର

ସାମାଜିକ ସୁରକ୍ଷା ଅଧିକାରୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…

news ରାଜନୀତି ରାଜ୍ୟ ସ୍ୱତନ୍ତ୍ର

ସର୍ବଭାରତୀୟ ବନ୍ଦର ପ୍ରଭାବ ରାୟଗଡା ସହରରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି

  ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ ଓ ସ୍ୱାଧୀନ ଫେଡରେସନ୍ ପକ୍ଷରୁ ଡାକାଯାଇଥିବା ସର୍ବଭାରତୀୟ ବନ୍ଦର ପ୍ରଭାବ ରାୟଗଡା ସହରରେ ସ୍ପଷ୍ଟ…

news ଅପରାଧ ରାଜନୀତି ରାଜ୍ୟ ସ୍ୱତନ୍ତ୍ର

କନ୍ଧମାଳ ଜିଲ୍ଲାରେ ହଟାତ୍ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

  କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ଜମି ଉପରେ ଦୀର୍ଘ ସମୟ ଧରି ଗରିବ, ଶ୍ରମଜୀବୀ ଓ ସାଧାରଣ ପରିବାରମାନେ ବସୋବାସ କରିଆସୁଛନ୍ତି । କିନ୍ତୁ…

news ରାଜନୀତି ରାଜ୍ୟ ସ୍ୱତନ୍ତ୍ର

କିଷାନ ମୋର୍ଚା ଓ ମିଳିତ ଶ୍ରମିକ ସଂଗଠନ ତରଫରୁ ଦେଶ ବ୍ୟାପି ଧର୍ମଘଟ

ରାୟଗଡ଼ା ଜିଲ୍ଲା ଗୁଣପୁରରେ ସଂଯୁକ୍ତ କିଷାନ ମୋର୍ଚା ଓ ମିଳିତ ଶ୍ରମିକ ସଂଗଠନ ତରଫରୁ ଦେଶ ବ୍ୟାପି ଧର୍ମଘଟ ଓ ହରତାଲ କରିବା ଆହ୍ବାନରେ AICCTU, IFTU,…

news ରାଜନୀତି ରାଜ୍ୟ ସ୍ୱତନ୍ତ୍ର

ବନ୍ଧୁମିଳନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି

  ଗୋଂଡ଼ ସାଂସ୍କୃତିକ ସମାଜ, ଓଡ଼ିଶାର ପଞ୍ଚମ ରାଜ୍ୟସ୍ତରୀୟ ବାର୍ଷିକ ସାଧାରଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ମଞ୍ଚେଶ୍ୱରସ୍ଥିତ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠାନ ପରିସରରେ ସଫଳତାର…

news ଦେଶ ରାଜନୀତି ରାଜ୍ୟ ସ୍ୱତନ୍ତ୍ର

ରାୟଗଡ଼ା ପୁଲିସ୍ ସମ୍ମୁଖରେ ୧୫ ମାଓବାଦୀଙ୍କ ଐତିହାସିକ ଆତ୍ମସମର୍ପଣ

ରାୟଗଡ଼ା ପୁଲିସ୍ ସମ୍ମୁଖରେ ୧୫ ମାଓବାଦୀଙ୍କ ଐତିହାସିକ ଆତ୍ମସମର୍ପଣ ଶୀର୍ଷ ନେତୃତ୍ୱ ସହ ବହୁ ଅସ୍ତ୍ର-ଗୁଳି ଜମା।ସଂଗଠନକୁ ବଡ଼ ଝଟକା। ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପକୁ ନେଇ ଏକ…