ସରକାରୀ ସ୍ତର ହେଉ ଅବା ବେସରକାରୀ ସ୍ତର ହେଉ ନେଟୱାର୍କ ନଥିବା ହେତୁ ଡିଜିଟାଲ ଭାରତର କୌଣସି ପ୍ରଭାବ ପଡୁନାହିଁ।
ଫଟୋ ନ୍ୟୁଜ ଟାଇମସ୍ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ।ସରକାରଙ୍କ ନିର୍ଦେଶ ରହିଛି ପଞ୍ଚାୟତର ପ୍ରତ୍ୟୋକ ଗାଁକୁ ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟକରି ତାଙ୍କୁ…
