ଜୟପୁର : ଜୟପୁର ଟାଉନ ଅନ୍ତର୍ଗତ ଲେଗ୍ପ୍ଲେଷ୍ଟ ଫଙ୍କସନଫୋଲ ଯାହା ତୁଳସୀ ବେହେରାଙ୍କ ନାମରେ ରହିଛି। ଏଠାରୁ ଗତ ୨୦ ତାରିଖ ମଧ୍ୟ ରାତ୍ରରେ କିଛି ଦୁର୍ବୁତ ୪ଟି କମ୍ପ୍ୟୁଟର ୩ଟି ଟିଭି ୫ଟି ଗ୍ୟାସ୍ ଚୁଲା ୬ଟି ଟ୍ରାକ୍ଟର ବ୍ୟାଟ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ତେଣୁ ଏହାର ସଠିକ୍ ତଦନ୍ତ କରି ଲୁଟେରାକୁ ଧରିବାକୁ ତୁଳସୀ ବେହେରା ଜୟପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ତେବେ ଏହି ଘଟଣାରେ ସ୍ଥାନୀୟ ଲୋକେ ଚୋରକୁ ଧରି ପୋଲିସ ଜିମା ଦେଇଛନ୍ତି

