କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ତାଲଗୁଡ ଗ୍ରାମରେ ଅବସ୍ଥିତ ବସନ୍ତ ପଟ୍ଟନାୟକ ଙ୍କ ଘର କୁ ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ ଆସି କଲେ ଅତର୍କିତ ଆକ୍ରମଣ, ମିଟର ଜଳିଯିବା ଯୋଗୁଁ ସେ ଚାରିମାସ ହେଲା ଅନଲାଇନ ଅଭିଯୋଗ କଲାପରେ ମିଟର ରୁ ବଞ୍ଚିତ ହେଲେ ହିତାଧିକରି, ଏବଂ ସେ ପ୍ରତି ମାସରେ ଆନୁମାନିକ ମୂଲ୍ୟ ୬୦୦ ଟଙ୍କା ନେଇଯାଇଥିଲେ, କିନ୍ତୁ ଗ୍ରାହକ ଙ୍କ ଅଭିଯୋଗ ଅନୁଯାୟୀ ସେ ନୂଆ ମିଟର ଲଗାଇ ଆପଣ reading ହିସାବରେ ଟଙ୍କା ଆଦାୟ କରନ୍ତୁ,
କିନ୍ତୁ ସୁଜିତ ଜେନା ନାମକ କର୍ମଚାରି ସିଧାସଳଖ ଲାଇନ କାଟି ଦେବି ବୋଲି ଗାଳି ଗୁଲଜ କରି ପଥର ,ଏବଂ ପ୍ଲାସ, ପେଚକସ ଦ୍ଵାରା ଅତର୍କିତ ଆକ୍ରମଣ କରିବା ଫଳରେ ତାଙ୍କ ଛାତିରେ କ୍ଷତ ଦେଖିବାକୁ ମିଳିଛି, ଏ ପ୍ରକାର କର୍ମଚାରି ଙ୍କୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଯିବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରୁ ସନାତନ ସାହୁ ଙ୍କ ରିପୋର୍ଟ ଭଞ୍ଜଦୂତ News