————————————————
ବାରିପଦା : ନିକଟରେ ମୋରଡ଼ା ନିର୍ବାଚନ ମଣ୍ଡଳୀ ଝିଙ୍କରିଆ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଓଡିଶା ସରକାର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗ ପକ୍ଷ ରୁ ଆୟୋଜିତ ବାରିପଦା ଉପକଣ୍ଠ ବେତନଟୀ ବନାଞ୍ଚଳ ହସ୍ତୀ ପରିଚାଳନା ଏବଂ ବନାଗ୍ନି ନିରାକରଣ ନିମନ୍ତେ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର ରେ ଯୋଗ ଦେଲେ ମୋରଡ଼ା ନିର୍ବାଚନ ମଣ୍ଡଳୀ ସୁନାମଧନ୍ୟ ବିଧାୟକ ତଥା ଓଡ଼ିଶା ପ୍ରଦେଶ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଡା. କୃଷ୍ଣଚନ୍ଦ୍ର ମହାପାତ୍ର l ମାନ୍ୟବର ମନ୍ତ୍ରୀ ମହୋଦୟ ଜୈବିକ ସମ୍ପଦର ସୁରକ୍ଷା ଓ ରକ୍ଷଣାବେକ୍ଷଣ, ଜଙ୍ଗଲ ସୁରକ୍ଷା କରିବା ସହିତ ହସ୍ତୀ ମାନଙ୍କ ବାସସ୍ଥଳୀ ଓ ଜଙ୍ଗଲ ରେ ଥିବା ଜୀବଜଗତ କୁ ସୁରକ୍ଷା କଲେ ହସ୍ତୀ ଓ ଲୋକ ମାନଙ୍କ ମନ୍ଧ ରେ ଚାଲୁଥିବା ସଂଘର୍ଷ କୁ ଏଡାଇ ଦେଇ ହେବ ବୋଲି ତାଙ୍କ ଅଭିଭାଷଣ ରଖି ଥିଲେ l
ଦକ୍ଷତା ବୁଦ୍ଧି ତାଲିମ ଶିବିର ରେ ଯୋଗ ଦେଲେ ମନ୍ତ୍ରୀ
